OR/681230 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:40, 9 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯିଏ ଆତ୍ମ-ସାକ୍ଷାତ୍କାର କରେ ଯେ "ମୁଁ ପରମପୁରୁଷ ଭଗବାନଙ୍କ ଅଂଶବିଶେଷ, ସମସ୍ତେ ପରମପୁରୁଷ ଭଗବାନଙ୍କ ଅଂଶବିଶେଷ, ଏବଂ ମଣିଷ, ପଶୁ, ପିମ୍ପୁଡ଼ି, ଜଳ, ପଶୁ, ପକ୍ଷୀ, ପ୍ରତ୍ୟେକ ଜୀବ ଏକ ଅଂଶବିଶେଷ । ପରମପୁରୁଷ ଭଗବାନଙ୍କର..., "ତାହା ହେଉଛି ଆତ୍ମ-ସାକ୍ଷାତ୍କାର । ତା’ହେଲେ ତୁମେ କିପରି ହତ୍ୟା କରିପାରିବ? ଯଦି ସମସ୍ତେ ଅଂଶବିଶେଷ , ପରମପୁରୁଷଙ୍କ ପୁତ୍ର, ତୁମେ ତୁମ ଭାଇକୁ କିପରି ହତ୍ୟା କରିପାରିବ? ଏହା ଆତ୍ମ-ସାକ୍ଷାତ୍କାର । ତୁମେ କରିବ ନାହିଁ... ତୁମେ ଏପରିକି ପିମ୍ପୁଡ଼ିକୁ ମାରିବାକୁ ମଧ୍ୟ ଦ୍ୱିଧା କରିବ।"
Lecture BG 03.18-30 - - ଲସ ଆ଼ଞ୍ଜେଲ୍ସ