OR/681230b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681230 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681230|OR/681230c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681230c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681230BG-LOS_ANGELES_ND_02.mp3</mp3player>|"ତେଣୁ ଯିଏ ଏହି କୃଷ୍ଣ ଚେତନା ପାଇଛନ୍ତି, ସେ ଆତ୍ମ-ସାକ୍ଷାତକାର କରିଛନ୍ତି। କୃଷ୍ଣଙ୍କ ଆଡେ ସବୁକିଛି ମୋଡ଼ି ଦେଇଛନ୍ତି । ତେବେ ତାଙ୍କୁ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଅନୁସରଣ କରିବାକୁ ପଡିବ କି? ସେଠାରେ ସବୁକିଛି ସମ୍ପୂର୍ଣ୍ଣ ହୋଇଛି। ଆରାଧିତୋ ୟଦି ହରିସ ତପସା ତତଃ କିଂ  (ନାରଦ ପଞ୍ଚରାତ୍ର ୧.୨.୬) । ଯଦି ଜଣେ ପରମପୁରୁଷ ଭଗବାନଙ୍କୁ ହୃଦୟଙ୍ଗମ କରିଛନ୍ତି, ତା’ହେଲେ ତାଙ୍କର ସମସ୍ତ  ତପସ୍ୟା, ପାୟଶ୍ଚିତ୍ତ  ଏହି ବା ତାହା, ନିର୍ଦ୍ଦିଷ୍ଟ ନିୟମ କରିବା ପାଇଁ ତାଙ୍କର ଆଉ କୌଣସି  କର୍ତ୍ତବ୍ୟ ନାହିଁ। ତାଙ୍କର ବ୍ୟବସାୟ ସମାପ୍ତ ହୋଇଛି। ଯେତେବେଳେ ଜଣେ ବ୍ୟକ୍ତି ଆରୋଗ୍ୟ ହୁଏ, ସେଠାରେ ଆଉ ଔଷଧର ଆବଶ୍ୟକତା ନାହିଁ । ସେ ସୁସ୍ଥ ଅବସ୍ଥାରେ ଅଛନ୍ତି । କୃଷ୍ଣ ଚେତନାରେ, ଭକ୍ତି ସେବାରେ ନିୟୋଜିତ ହେବା ଅର୍ଥ, ସେ ସୁସ୍ଥ ଅବସ୍ଥାରେ ଅଛନ୍ତି। ତାଙ୍କର ଆଉ କୌଣସି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ନାହିଁ। ଆପଣ ଦେଖୁଛନ୍ତି କି? ତେଣୁ (ତାଙ୍କର) ଏପରି କାର୍ଯ୍ୟ ନକରିବାର କୌଣସି କାରଣ ନାହିଁ।"|Vanisource:681230 - Lecture BG 03.18-30 - Los Angeles|ପ୍ରବଚନ BG 03.18-30 -  - ଲସ ଆ଼ଞ୍ଜେଲ୍ସ}}

Latest revision as of 06:40, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯିଏ ଏହି କୃଷ୍ଣ ଚେତନା ପାଇଛନ୍ତି, ସେ ଆତ୍ମ-ସାକ୍ଷାତକାର କରିଛନ୍ତି। କୃଷ୍ଣଙ୍କ ଆଡେ ସବୁକିଛି ମୋଡ଼ି ଦେଇଛନ୍ତି । ତେବେ ତାଙ୍କୁ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଅନୁସରଣ କରିବାକୁ ପଡିବ କି? ସେଠାରେ ସବୁକିଛି ସମ୍ପୂର୍ଣ୍ଣ ହୋଇଛି। ଆରାଧିତୋ ୟଦି ହରିସ ତପସା ତତଃ କିଂ (ନାରଦ ପଞ୍ଚରାତ୍ର ୧.୨.୬) । ଯଦି ଜଣେ ପରମପୁରୁଷ ଭଗବାନଙ୍କୁ ହୃଦୟଙ୍ଗମ କରିଛନ୍ତି, ତା’ହେଲେ ତାଙ୍କର ସମସ୍ତ ତପସ୍ୟା, ପାୟଶ୍ଚିତ୍ତ ଏହି ବା ତାହା, ନିର୍ଦ୍ଦିଷ୍ଟ ନିୟମ କରିବା ପାଇଁ ତାଙ୍କର ଆଉ କୌଣସି କର୍ତ୍ତବ୍ୟ ନାହିଁ। ତାଙ୍କର ବ୍ୟବସାୟ ସମାପ୍ତ ହୋଇଛି। ଯେତେବେଳେ ଜଣେ ବ୍ୟକ୍ତି ଆରୋଗ୍ୟ ହୁଏ, ସେଠାରେ ଆଉ ଔଷଧର ଆବଶ୍ୟକତା ନାହିଁ । ସେ ସୁସ୍ଥ ଅବସ୍ଥାରେ ଅଛନ୍ତି । କୃଷ୍ଣ ଚେତନାରେ, ଭକ୍ତି ସେବାରେ ନିୟୋଜିତ ହେବା ଅର୍ଥ, ସେ ସୁସ୍ଥ ଅବସ୍ଥାରେ ଅଛନ୍ତି। ତାଙ୍କର ଆଉ କୌଣସି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ନାହିଁ। ଆପଣ ଦେଖୁଛନ୍ତି କି? ତେଣୁ (ତାଙ୍କର) ଏପରି କାର୍ଯ୍ୟ ନକରିବାର କୌଣସି କାରଣ ନାହିଁ।"
ପ୍ରବଚନ BG 03.18-30 - - ଲସ ଆ଼ଞ୍ଜେଲ୍ସ