OR/681230d ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:40, 9 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ କହୁ ନାହୁଁ "ତୁମେ ତୁମର ଏହି ଧର୍ମ ତ୍ୟାଗ କର। ତୁମେ ଆମ ପାଖକୁ ଆସ" । କିନ୍ତୁ ଅନ୍ତତଃ ପକ୍ଷେ ଆପଣ ନିଜର ନୀତି ଅନୁସରଣ କର । ଏବଂ ... ଠିକ୍ ଜଣେ ଛାତ୍ର ପରି । ବେଳେବେଳେ ଭାରତରେ ଏହା ଘଟେ ଯେ ସେମାନେ, ଯଦିଓ ସେମାନେ ଭାରତୀୟ ବିଶ୍ୱବିଦ୍ୟାଳୟରେ M.A ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, ସେମାନେ ଅଧିକ ଅଧ୍ୟୟନ ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟକୁ ଆସନ୍ତି । ତେବେ ସେ କାହିଁକି ଆସନ୍ତି? ଅଧିକ ଜ୍ଞାନ ପ୍ରାପ୍ତ କରିବାକୁ । ସେହିପରି ଭାବରେ, ଆପଣ ଯେକୌଣସି ଧାର୍ମିକ ଶାସ୍ତ୍ର ଅନୁସରଣ କରୁଥିବେ, କିନ୍ତୁ ଯଦି ଆପଣ ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଅଧିକ ଜ୍ଞାନ ପ୍ରାପ୍ତ କରନ୍ତି, ତେବେ ଯଦି ଆପଣ ଭଗବାନଙ୍କ ପ୍ରତି ଗମ୍ଭୀର ତେବେ ଆପଣ ଏହାକୁ କାହିଁକି ଗ୍ରହଣ କରିବେ ନାହିଁ?"
681230 - ସାକ୍ଷାତକାର - ଲସ ଆ଼ଞ୍ଜେଲ୍ସ