OR/690104 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:41, 9 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରକୃତରେ, ଯେତେବେଳେ ଚୈତନ୍ୟ ମହାପ୍ରଭୂ ଝାରିଗ୍ରାମର ଜଙ୍ଗଲ ଦେଇ ଯାଇଥିଲେ, ବାଘ, ହାତୀ, ସାପ, ହରିଣ ସମସ୍ତେ ହରେ କୃଷ୍ଣ ଜପ କରିବାରେ ତାଙ୍କ ସହ ଯୋଗ ଦେଇଥିଲେ। ଏହା ବହୁତ ସୁନ୍ଦର ଅଟେ। ଯେକେହି ଯୋଗ ଦେଇ ପାରିବେ। ପଶୁମାନେ ଯୋଗ ଦେଇ ପାରିବେ, ମନୁଷ୍ୟ କଥା କଣ କହିବା । ଅବଶ୍ୟ, ସାଧାରଣ ମଣିଷ ପଶୁମାନଙ୍କୁ ଜପ କରିବା ପାଇଁ ଉତ୍ସହ ଦେବା ସମ୍ଭବ ନୁହେଁ, କିନ୍ତୁ ଚୈତନ୍ୟ ମହାପ୍ରଭୂ ଏହା ପ୍ରକୃତରେ କରିଥିଲେ। ତେଣୁ ଯଦିଓ ଆମେ ପଶୁମାନଙ୍କୁ ଆକର୍ଷିତ କରିପାରିବୁ ନାହିଁ, ତେବେ ଅନ୍ତତଃ ପକ୍ଷେ ମଣିଷକୁ ହରେ କୃଷ୍ଣ ମନ୍ତ୍ର ଜପ କରିବାର ପଥରେ ଉତ୍ସାହିତ କରିପାରିବା ।"
690104 - ପ୍ରବଚନ Purport to Parama Koruna - ଲସ ଆ଼ଞ୍ଜେଲ୍ସ