OR/690106 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690104 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690104|OR/690108 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690108}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690106BG-LOS_ANGELES_ND_01.mp3</mp3player>|"ଯେତେବେଳେ ବି ଧାର୍ମିକ ଅଭ୍ୟାସରେ ହ୍ରାସ ଘଟେ ..." ସେହି ଧର୍ମ ପ୍ରଥା କ’ଣ? ସେହି ଧର୍ମ ଅଭ୍ୟାସ ଯେତେବେଳେ ଭଗବାନଙ୍କ ପ୍ରେମର ଅବନତି ଘଟେ । ଖାଲି ଏତିକି। ଯେତେବେଳେ ଲୋକମାନେ ଧନ, ଦ୍ରବ୍ୟକୁ ଭଲ ପାଆନ୍ତି, ଏହାର ଅର୍ଥ ଧର୍ମର ଅବନତି । ଏବଂ ଯେତେବେଳେ ଲୋକମାନେ ଭଗବାନଙ୍କ ପ୍ରେମ ବଢ଼ାନ୍ତି, ଏହାର ଅର୍ଥ ହେଉଛି ପ୍ରକୃତ ଧର୍ମ । ତେଣୁ ଜିନିଷଗୁଡ଼ିକ ସଜାଡ଼ିବା ପାଇଁ କୃଷ୍ଣ ଆସନ୍ତି, କିମ୍ବା କୃଷ୍ଣଙ୍କର ସେବକ କିମ୍ବା ପ୍ରତିନିଧୀ ଆସନ୍ତି । ଯେତେବେଳେ ଲୋକମାନେ ଭଗବାନଙ୍କ ପ୍ରେମକୁ ଭୁଲିଯାଆନ୍ତି, କେହି କେହି, କୃଷ୍ଣ, ଭଗବାନ ନିଜେ କିମ୍ବା ତାଙ୍କ ପ୍ରତିନିଧୀ ଜିନିଷଗୁଡିକ ସଜାଡ଼ିବାକୁ ଆସନ୍ତି । ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଅବତାର । ସେମାନେ ଭଗବାନଙ୍କ ପ୍ରେମ ଶିକ୍ଷା ଦେଉଛନ୍ତି । ଆମେ କିଛି ରୀତିନୀତି ପ୍ରଣାଳୀ ଶିକ୍ଷା ଦେଉନାହୁଁ, ଯେ "ତୁମେ ହିନ୍ଦୁ ହୁଅ", "ତୁମେ ଖ୍ରୀଷ୍ଟିଆନ ହୁଅ", "ତୁମେ ମହମ୍ମଦ ହୁଅ।" ଆମେ କେବଳ ଶିକ୍ଷା ଦେଉଛୁ, "ତୁମେ ଭଗବାନଙ୍କୁ ପ୍ରେମ କରିବାକୁ ଚେଷ୍ଟା କର ।"|Vanisource:690106 - Lecture BG 04.07-10 - Los Angeles|690106 - ପ୍ରବଚନ BG 04.07-10 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:41, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ ବି ଧାର୍ମିକ ଅଭ୍ୟାସରେ ହ୍ରାସ ଘଟେ ..." ସେହି ଧର୍ମ ପ୍ରଥା କ’ଣ? ସେହି ଧର୍ମ ଅଭ୍ୟାସ ଯେତେବେଳେ ଭଗବାନଙ୍କ ପ୍ରେମର ଅବନତି ଘଟେ । ଖାଲି ଏତିକି। ଯେତେବେଳେ ଲୋକମାନେ ଧନ, ଦ୍ରବ୍ୟକୁ ଭଲ ପାଆନ୍ତି, ଏହାର ଅର୍ଥ ଧର୍ମର ଅବନତି । ଏବଂ ଯେତେବେଳେ ଲୋକମାନେ ଭଗବାନଙ୍କ ପ୍ରେମ ବଢ଼ାନ୍ତି, ଏହାର ଅର୍ଥ ହେଉଛି ପ୍ରକୃତ ଧର୍ମ । ତେଣୁ ଜିନିଷଗୁଡ଼ିକ ସଜାଡ଼ିବା ପାଇଁ କୃଷ୍ଣ ଆସନ୍ତି, କିମ୍ବା କୃଷ୍ଣଙ୍କର ସେବକ କିମ୍ବା ପ୍ରତିନିଧୀ ଆସନ୍ତି । ଯେତେବେଳେ ଲୋକମାନେ ଭଗବାନଙ୍କ ପ୍ରେମକୁ ଭୁଲିଯାଆନ୍ତି, କେହି କେହି, କୃଷ୍ଣ, ଭଗବାନ ନିଜେ କିମ୍ବା ତାଙ୍କ ପ୍ରତିନିଧୀ ଜିନିଷଗୁଡିକ ସଜାଡ଼ିବାକୁ ଆସନ୍ତି । ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଅବତାର । ସେମାନେ ଭଗବାନଙ୍କ ପ୍ରେମ ଶିକ୍ଷା ଦେଉଛନ୍ତି । ଆମେ କିଛି ରୀତିନୀତି ପ୍ରଣାଳୀ ଶିକ୍ଷା ଦେଉନାହୁଁ, ଯେ "ତୁମେ ହିନ୍ଦୁ ହୁଅ", "ତୁମେ ଖ୍ରୀଷ୍ଟିଆନ ହୁଅ", "ତୁମେ ମହମ୍ମଦ ହୁଅ।" ଆମେ କେବଳ ଶିକ୍ଷା ଦେଉଛୁ, "ତୁମେ ଭଗବାନଙ୍କୁ ପ୍ରେମ କରିବାକୁ ଚେଷ୍ଟା କର ।"
690106 - ପ୍ରବଚନ BG 04.07-10 - ଲସ ଆ଼ଞ୍ଜେଲ୍ସ