OR/690108b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:41, 9 January 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭାଗବତ କୁହନ୍ତି ଯେ ଆପଣ ଜଣେ ବ୍ୟକ୍ତି ଅସୀମିତ ଇଚ୍ଛା କରନ୍ତି କିମ୍ବା ଆପଣ ସମସ୍ତ ଇଚ୍ଛାରୁ ମୁକ୍ତ ହୋଇଯାଇଛନ୍ତି, କିମ୍ବା ଆପଣ ଏହି ଭୌତିକ ବଦ୍ଧ ଜୀବନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଆପଣ ଦୟାକରି କୃଷ୍ଣ ଭାବାନା ଭାବିତ ହେବାକୁ ଚେଷ୍ଟା କରନ୍ତୁ। ଆପଣଙ୍କର ଇଚ୍ଛା, ଯାହା ଇଚ୍ଛା ହେଉ ନା କାହିଁକି, ତାହା ପୂରଣ ହେବ। ତାହା ପୂରଣ ହେବ। ତେଣୁ ଏହାକୁ ସୂଚିତ କରାଯାଇଛି। ଅକାମଃ ସର୍ଵ-କାମୋ ବା । ତେଣୁ ତୁମର ଯାହା ଇଚ୍ଛା ଅଛି, ଯଦି ତୁମେ କୃଷ୍ଣ ଭାବାନା ଭାବିତ ହୁଅ, ତେବେ ତୁମର ସେହି ଇଚ୍ଛା ପୂରଣ ହେବ ।"
690108 - ପ୍ରବଚନ BG 04.11-18 - ଲସ ଆ଼ଞ୍ଜେଲ୍ସ