OR/690110b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690110|OR/690110c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690110c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690110PU-LOS_ANGELES_ND_02.mp3</mp3player>|"ଆମେ ଏହି ଭକ୍ତମାନଙ୍କ ସଙ୍ଗ ତ୍ୟାଗ କରିବା ମାତ୍ରେ ତୁରନ୍ତ ମାୟା ମୋତେ ଧରିବ। ତୁରନ୍ତ। ମାୟା ପାର୍ଶ୍ୱରେ ହିଁ ଅଛନ୍ତି। ଆମେ ଏହି ସଙ୍ଗ ଛାଡିବା ମାତ୍ରେ ମାୟା କୁହନ୍ତି, ହଁ, ମୋ ସଙ୍ଗକୁ ଆସ। କୌଣସି ସଙ୍ଗ ବିନା, କେହି ନିରପେକ୍ଷ ରହିପାରିବେ ନାହିଁ। ତାହା ସମ୍ଭବ ନୁହେଁ। ସେ ନିଶ୍ଚିତ ଭାବରେ ମାୟା କିମ୍ବା କୃଷ୍ଣଙ୍କ ସହ ଜଡିତ ହେବେ । ତେଣୁ ଭକ୍ତଙ୍କ ସହିତ କୃଷ୍ଣଙ୍କ ସହ ସମ୍ପର୍କ ରଖିବା ପାଇଁ ସମସ୍ତେ ଅତ୍ୟନ୍ତ ଗମ୍ଭୀର ହେବା ଉଚିତ୍। କୃଷ୍ଣଙ୍କର ଅର୍ଥ ... ଯେତେବେଳେ ଆମେ କୃଷ୍ଣଙ୍କ ବିଷୟରେ କହିବୁ, "କୃଷ୍ଣ" ଅର୍ଥାତ୍ କୃଷ୍ଣ ତାଙ୍କର ଭକ୍ତମାନଙ୍କ ସହିତ। କୃଷ୍ଣ କେବେ ବି ଏକୁଟିଆ ନୁହଁନ୍ତି। କୃଷ୍ଣ ରାଧାରାଣୀଙ୍କ ସହିତ ଅଛନ୍ତି, ରାଧାରାଣୀ ଗୋପୀଙ୍କ ସହ ଅଛନ୍ତି, ଏବଂ କୃଷ୍ଣ ଗୋପ ବାଳକ ସହିତ ଅଛନ୍ତି। ଆମେ ଅଵ୍ୟକ୍ତଵଦୀ ନୁହେଁ। ଆମେ ଏକାକୀ କୃଷ୍ଣଙ୍କୁ ଦେଖୁନାହୁଁ । ସେହିପରି କୃଷ୍ଣ ଅର୍ଥ କୃଷ୍ଣଙ୍କ ଭକ୍ତମାନଙ୍କ ସହିତ । ତେଣୁ କୃଷ୍ଣ ଭାବାନାମୃତ ଅର୍ଥ ହେଉଛି କୃଷ୍ଣଙ୍କ ଭକ୍ତଙ୍କ ସହ ସମ୍ପର୍କ ରଖିବା।"|Vanisource:690110 - Bhajan and Purport to Gaura Pahu - Los Angeles|690110 - Bhajan and Purport to Gaura Pahu - ଲସ ଆ଼ଞ୍ଜେଲ୍ସ}}

Latest revision as of 06:43, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଏହି ଭକ୍ତମାନଙ୍କ ସଙ୍ଗ ତ୍ୟାଗ କରିବା ମାତ୍ରେ ତୁରନ୍ତ ମାୟା ମୋତେ ଧରିବ। ତୁରନ୍ତ। ମାୟା ପାର୍ଶ୍ୱରେ ହିଁ ଅଛନ୍ତି। ଆମେ ଏହି ସଙ୍ଗ ଛାଡିବା ମାତ୍ରେ ମାୟା କୁହନ୍ତି, ହଁ, ମୋ ସଙ୍ଗକୁ ଆସ। କୌଣସି ସଙ୍ଗ ବିନା, କେହି ନିରପେକ୍ଷ ରହିପାରିବେ ନାହିଁ। ତାହା ସମ୍ଭବ ନୁହେଁ। ସେ ନିଶ୍ଚିତ ଭାବରେ ମାୟା କିମ୍ବା କୃଷ୍ଣଙ୍କ ସହ ଜଡିତ ହେବେ । ତେଣୁ ଭକ୍ତଙ୍କ ସହିତ କୃଷ୍ଣଙ୍କ ସହ ସମ୍ପର୍କ ରଖିବା ପାଇଁ ସମସ୍ତେ ଅତ୍ୟନ୍ତ ଗମ୍ଭୀର ହେବା ଉଚିତ୍। କୃଷ୍ଣଙ୍କର ଅର୍ଥ ... ଯେତେବେଳେ ଆମେ କୃଷ୍ଣଙ୍କ ବିଷୟରେ କହିବୁ, "କୃଷ୍ଣ" ଅର୍ଥାତ୍ କୃଷ୍ଣ ତାଙ୍କର ଭକ୍ତମାନଙ୍କ ସହିତ। କୃଷ୍ଣ କେବେ ବି ଏକୁଟିଆ ନୁହଁନ୍ତି। କୃଷ୍ଣ ରାଧାରାଣୀଙ୍କ ସହିତ ଅଛନ୍ତି, ରାଧାରାଣୀ ଗୋପୀଙ୍କ ସହ ଅଛନ୍ତି, ଏବଂ କୃଷ୍ଣ ଗୋପ ବାଳକ ସହିତ ଅଛନ୍ତି। ଆମେ ଅଵ୍ୟକ୍ତଵଦୀ ନୁହେଁ। ଆମେ ଏକାକୀ କୃଷ୍ଣଙ୍କୁ ଦେଖୁନାହୁଁ । ସେହିପରି କୃଷ୍ଣ ଅର୍ଥ କୃଷ୍ଣଙ୍କ ଭକ୍ତମାନଙ୍କ ସହିତ । ତେଣୁ କୃଷ୍ଣ ଭାବାନାମୃତ ଅର୍ଥ ହେଉଛି କୃଷ୍ଣଙ୍କ ଭକ୍ତଙ୍କ ସହ ସମ୍ପର୍କ ରଖିବା।"
690110 - Bhajan and Purport to Gaura Pahu - ଲସ ଆ଼ଞ୍ଜେଲ୍ସ