OR/690111 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690110c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690110c|OR/690111b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690111b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690111BG-LOS_ANGELES_ND_01.mp3</mp3player>|"ଏହି ମାନବ ଜୀବନର ରୂପ ହେଉଛି ଭଗବାନଙ୍କ ନିୟମ ଜାଣିବା - ବୈଜ୍ଞାନିକ ଭାବରେ ଭଗବାନଙ୍କ ନିୟମ ଜାଣିବା । ଅଧ୍ୟୟନ, ଠିକ୍ ଯେପରି ଆମେ ଅନେକ ଉଦାହରଣ ଦେଇଛୁ। ଆପଣ କାହିଁକି ଅନ୍ୟ ସମ୍ପତ୍ତି ଜବର ଦଖଲ କରିବ? ସମସ୍ତେ ବଞ୍ଚିବାର ଅଧିକାର ପାଇଛନ୍ତି। କାହିଁକି ତୁମେ ଅନ୍ୟ ପଶୁମାନଙ୍କୁ ହତ୍ୟା କରିବ? ଏହା ପ୍ରକୃତିର ନିୟମକୁ ଉଲ୍ଲଂଘନ କରୁଛି । ତୁମକୁ କଷ୍ଟ ଭୋଗିବାକୁ ପଡିବ । ତେଣୁ ତୁମକୁ ଏହି ଜିନିଷଗୁଡିକ ଜାଣିବାକୁ ପଡିବ, କାରଣ ତୁମର ଏହି ସୁନ୍ଦର ଶରୀର ଅଛି । ନା ତୁମେ କେବଳ ନିଜେ ଅତି ସୁନ୍ଦର ଭାବରେ ପରିଧାନ କର, ତୁମେ ସୁନ୍ଦର ହୁଅ । ନା। ତୁମେ ନିଶ୍ଚିତ ଭାବରେ ଭଗବାନଙ୍କ ନିୟମ ଜାଣିବା ଉଚିତ୍ । ତାପରେ ତୁମେ ସୁନ୍ଦର । ହଁ । କିନ୍ତୁ ଲୋକମାନେ ସୁନ୍ଦର ପୋଷାକ ପିନ୍ଧିବାକୁ ବହୁତ ଆଗ୍ରହ ଦେଖାଉଛନ୍ତି ଏବଂ ହୃଦୟ, ପଶୁ ଅପେକ୍ଷା କମ୍ । ଏହି ପ୍ରକାର ସଭ୍ୟତାକୁ ନିନ୍ଦା କରାଯାଇଛି । ଏବଂ ଏହି ହରେ କୃଷ୍ଣ ଜପ ପରିଷ୍କାର, ପରିଷ୍କାର କରିଥାଏ, ଭିତର ତଥା ବାହାର। ତେଣୁ ତୁମର ପ୍ରକୃତ ଜୀବନଶୈଳୀକୁ ଆସିବାକୁ ହେଲେ ତୁମେ ଏହି ଆନ୍ଦୋଳନକୁ ନେବାକୁ ପଡିବ । ଚେତୋ-ଦର୍ପଣ-ମାର୍ଜନମ (ଚ.ଚ. ଅନ୍ତ୍ୟ 20.12, ଶିକ୍ଷାଷ୍ଟକ ୧)। ହୃଦୟକୁ ସଫା କରିବା ।"|Vanisource:690111 - Lecture BG 04.31 - Los Angeles|690111 - ପ୍ରବଚନ BG 04.31 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:43, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ମାନବ ଜୀବନର ରୂପ ହେଉଛି ଭଗବାନଙ୍କ ନିୟମ ଜାଣିବା - ବୈଜ୍ଞାନିକ ଭାବରେ ଭଗବାନଙ୍କ ନିୟମ ଜାଣିବା । ଅଧ୍ୟୟନ, ଠିକ୍ ଯେପରି ଆମେ ଅନେକ ଉଦାହରଣ ଦେଇଛୁ। ଆପଣ କାହିଁକି ଅନ୍ୟ ସମ୍ପତ୍ତି ଜବର ଦଖଲ କରିବ? ସମସ୍ତେ ବଞ୍ଚିବାର ଅଧିକାର ପାଇଛନ୍ତି। କାହିଁକି ତୁମେ ଅନ୍ୟ ପଶୁମାନଙ୍କୁ ହତ୍ୟା କରିବ? ଏହା ପ୍ରକୃତିର ନିୟମକୁ ଉଲ୍ଲଂଘନ କରୁଛି । ତୁମକୁ କଷ୍ଟ ଭୋଗିବାକୁ ପଡିବ । ତେଣୁ ତୁମକୁ ଏହି ଜିନିଷଗୁଡିକ ଜାଣିବାକୁ ପଡିବ, କାରଣ ତୁମର ଏହି ସୁନ୍ଦର ଶରୀର ଅଛି । ନା ତୁମେ କେବଳ ନିଜେ ଅତି ସୁନ୍ଦର ଭାବରେ ପରିଧାନ କର, ତୁମେ ସୁନ୍ଦର ହୁଅ । ନା। ତୁମେ ନିଶ୍ଚିତ ଭାବରେ ଭଗବାନଙ୍କ ନିୟମ ଜାଣିବା ଉଚିତ୍ । ତାପରେ ତୁମେ ସୁନ୍ଦର । ହଁ । କିନ୍ତୁ ଲୋକମାନେ ସୁନ୍ଦର ପୋଷାକ ପିନ୍ଧିବାକୁ ବହୁତ ଆଗ୍ରହ ଦେଖାଉଛନ୍ତି ଏବଂ ହୃଦୟ, ପଶୁ ଅପେକ୍ଷା କମ୍ । ଏହି ପ୍ରକାର ସଭ୍ୟତାକୁ ନିନ୍ଦା କରାଯାଇଛି । ଏବଂ ଏହି ହରେ କୃଷ୍ଣ ଜପ ପରିଷ୍କାର, ପରିଷ୍କାର କରିଥାଏ, ଭିତର ତଥା ବାହାର। ତେଣୁ ତୁମର ପ୍ରକୃତ ଜୀବନଶୈଳୀକୁ ଆସିବାକୁ ହେଲେ ତୁମେ ଏହି ଆନ୍ଦୋଳନକୁ ନେବାକୁ ପଡିବ । ଚେତୋ-ଦର୍ପଣ-ମାର୍ଜନମ (ଚ.ଚ. ଅନ୍ତ୍ୟ 20.12, ଶିକ୍ଷାଷ୍ଟକ ୧)। ହୃଦୟକୁ ସଫା କରିବା ।"
690111 - ପ୍ରବଚନ BG 04.31 - ଲସ ଆ଼ଞ୍ଜେଲ୍ସ