OR/690115 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690114 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690114|OR/690116 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690116}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690115LE-LOS_ANGELES_ND_01.mp3</mp3player>|"ସ୍ୱତଃସ୍ପୃତ ପ୍ରେମ ... ଉଦାହରଣ ଦିଆଯାଇଛି: ଠିକ୍ ଜଣେ ଯୁବକ, ଯୁବତୀ, ଯେପରି କୌଣସି ପରିଚୟ ବିନା, ଯେତେବେଳେ ସେମାନେ ପରସ୍ପରକୁ ଦେଖନ୍ତି, ସେଠାରେ କିଛି ସ୍ନେହପୂର୍ଣ୍ଣ ପ୍ରବୃତ୍ତି ଦେଖାଦିଏ । ଏହାକୁ ସ୍ୱତଃପ୍ରବୃତ୍ତ କୁହାଯାଏ । ତାହା ନୁହେଁ ଯେ ଜଣେ କିପରି ଶିଖେ ପ୍ରେମ କରିବାକୁ ହୁଏ । ପ୍ରେମ ଅତି ସରଳ ଭାବରେ କିଛି ସ୍ନେହପୂର୍ଣ୍ଣ ପ୍ରବୃତ୍ତିକୁ ଉତ୍ପନ କରିବ । ଏହାକୁ ସ୍ୱତଃପ୍ରବୃତ୍ତ  କୁହାଯାଏ । ଯେତେବେଳେ ଆମେ ଭଗବାନଙ୍କୁ ପ୍ରେମ କରିବା କ୍ଷେତ୍ରରେ ଉନ୍ନତ ହୋଇଥାଉ, ଏତେ ଶୀଘ୍ର ଯେ ତୁମେ ଭଗବାନଙ୍କ ବିଷୟରେ କିଛି ଦେଖିବା କିମ୍ବା ମନେ ରଖିବା ମାତ୍ରେ ତୁମେ ତୁରନ୍ତ ଆନନ୍ଦିତ ହୁଅ, ତାହା ସ୍ୱତଃପ୍ରବୃତ୍ତ  । ପ୍ରଭୁ ଚୈତନ୍ୟ ପରି, ଯେତେବେଳେ ସେ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ କଲେ, ଜଗନ୍ନାଥଙ୍କୁ ଦେଖିବା ମାତ୍ରେ ସେ ତୁରନ୍ତ ମୁର୍ଚ୍ଛା ହେଲେ: "ଏଠାରେ ମୋର ପ୍ରଭୁ।"|Vanisource:690115 - Lecture - Los Angeles|690115 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ}}

Latest revision as of 06:09, 13 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସ୍ୱତଃସ୍ପୃତ ପ୍ରେମ ... ଉଦାହରଣ ଦିଆଯାଇଛି: ଠିକ୍ ଜଣେ ଯୁବକ, ଯୁବତୀ, ଯେପରି କୌଣସି ପରିଚୟ ବିନା, ଯେତେବେଳେ ସେମାନେ ପରସ୍ପରକୁ ଦେଖନ୍ତି, ସେଠାରେ କିଛି ସ୍ନେହପୂର୍ଣ୍ଣ ପ୍ରବୃତ୍ତି ଦେଖାଦିଏ । ଏହାକୁ ସ୍ୱତଃପ୍ରବୃତ୍ତ କୁହାଯାଏ । ତାହା ନୁହେଁ ଯେ ଜଣେ କିପରି ଶିଖେ ପ୍ରେମ କରିବାକୁ ହୁଏ । ପ୍ରେମ ଅତି ସରଳ ଭାବରେ କିଛି ସ୍ନେହପୂର୍ଣ୍ଣ ପ୍ରବୃତ୍ତିକୁ ଉତ୍ପନ କରିବ । ଏହାକୁ ସ୍ୱତଃପ୍ରବୃତ୍ତ କୁହାଯାଏ । ଯେତେବେଳେ ଆମେ ଭଗବାନଙ୍କୁ ପ୍ରେମ କରିବା କ୍ଷେତ୍ରରେ ଉନ୍ନତ ହୋଇଥାଉ, ଏତେ ଶୀଘ୍ର ଯେ ତୁମେ ଭଗବାନଙ୍କ ବିଷୟରେ କିଛି ଦେଖିବା କିମ୍ବା ମନେ ରଖିବା ମାତ୍ରେ ତୁମେ ତୁରନ୍ତ ଆନନ୍ଦିତ ହୁଅ, ତାହା ସ୍ୱତଃପ୍ରବୃତ୍ତ । ପ୍ରଭୁ ଚୈତନ୍ୟ ପରି, ଯେତେବେଳେ ସେ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ କଲେ, ଜଗନ୍ନାଥଙ୍କୁ ଦେଖିବା ମାତ୍ରେ ସେ ତୁରନ୍ତ ମୁର୍ଚ୍ଛା ହେଲେ: "ଏଠାରେ ମୋର ପ୍ରଭୁ।"
690115 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ