OR/690120 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690119 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690119|OR/690120b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690120b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690120SB-LOS_ANGELES_ND_01.mp3</mp3player>|"ସର୍ବପ୍ରଥମେ, ଈଶ୍ୱରଙ୍କ ଧାରଣା କ'ଣ? ଈଶ୍ୱରଙ୍କ ଧାରଣା ହେଉଛି "ଈଶ୍ୱର ମହାନ । ତାଙ୍କଠାରୁ କେହି ବଡ଼ ନୁହନ୍ତି, ଏବଂ ତାଙ୍କ ସହିତ କେହି ସମାନ ନୁହନ୍ତି"। ସେ ହେଉଛନ୍ତି ଭଗବାନ। ଅସମ-ଉର୍ଧ୍ଵ । ପ୍ରକୃତ ସଂସ୍କୃତ ଶବ୍ଦ ହେଉଛି ଅସମ-ଉର୍ଧ୍ଵ । ଅସମ ଅର୍ଥ "ସମାନ ନୁହେଁ" । ସେମାନେ ଭଗବାନଙ୍କ ବୈଶିଷ୍ଟ୍ୟଗୁଡିକ ବିଶ୍ଳେଷଣ କରିଛନ୍ତି। ସେମାନେ ଚଉଷଠିଟି ଚରିତ୍ରବୋଧ ବୋଲି ବର୍ଣ୍ଣନା କରିଛନ୍ତି । ଏବଂ ସେହି ଚଉଷଠିଟି ମଧ୍ୟରୁ ଆମର, ଜୀବ ମାନଙ୍କୁ, ଆମକୁ କେବଳ ପଚାଶଟି ମିଳିଛି । ଏବଂ ଏହା ମଧ୍ୟ ବହୁତ ସୁକ୍ଷ୍ମ ପରିମାଣରେ । ଭଗବାନଙ୍କ ପଚାଶ ଗୁଣ ଆମେ ପାଇଛୁ, କିନ୍ତୁ ତାହା ବହୁତ..., ସୁକ୍ଷ୍ମ ପରିମାଣରେ ।"|Vanisource:690120 - Lecture SB 05.05.01 - Los Angeles|690120 - ପ୍ରବଚନ SB 05.05.01 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:10, 13 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସର୍ବପ୍ରଥମେ, ଈଶ୍ୱରଙ୍କ ଧାରଣା କ'ଣ? ଈଶ୍ୱରଙ୍କ ଧାରଣା ହେଉଛି "ଈଶ୍ୱର ମହାନ । ତାଙ୍କଠାରୁ କେହି ବଡ଼ ନୁହନ୍ତି, ଏବଂ ତାଙ୍କ ସହିତ କେହି ସମାନ ନୁହନ୍ତି"। ସେ ହେଉଛନ୍ତି ଭଗବାନ। ଅସମ-ଉର୍ଧ୍ଵ । ପ୍ରକୃତ ସଂସ୍କୃତ ଶବ୍ଦ ହେଉଛି ଅସମ-ଉର୍ଧ୍ଵ । ଅସମ ଅର୍ଥ "ସମାନ ନୁହେଁ" । ସେମାନେ ଭଗବାନଙ୍କ ବୈଶିଷ୍ଟ୍ୟଗୁଡିକ ବିଶ୍ଳେଷଣ କରିଛନ୍ତି। ସେମାନେ ଚଉଷଠିଟି ଚରିତ୍ରବୋଧ ବୋଲି ବର୍ଣ୍ଣନା କରିଛନ୍ତି । ଏବଂ ସେହି ଚଉଷଠିଟି ମଧ୍ୟରୁ ଆମର, ଜୀବ ମାନଙ୍କୁ, ଆମକୁ କେବଳ ପଚାଶଟି ମିଳିଛି । ଏବଂ ଏହା ମଧ୍ୟ ବହୁତ ସୁକ୍ଷ୍ମ ପରିମାଣରେ । ଭଗବାନଙ୍କ ପଚାଶ ଗୁଣ ଆମେ ପାଇଛୁ, କିନ୍ତୁ ତାହା ବହୁତ..., ସୁକ୍ଷ୍ମ ପରିମାଣରେ ।"
690120 - ପ୍ରବଚନ SB 05.05.01 - ଲସ ଆ଼ଞ୍ଜେଲ୍ସ