OR/690212b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690212 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690212|OR/690212c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690212c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690212BG-LOS_ANGELES_ND_01.mp3</mp3player>|"ତେଣୁ ପ୍ରଥମ କଥା ହେଉଛି ଧରାଯାଉ କେହି ଜଣେ ମୋ ବିଷୟରେ ଅତି କଠୋର କଥା କୁହନ୍ତି। ସ୍ୱାଭାବିକ ଭାବରେ ଆମେ କ୍ରୋଧିତ ହୋଇଥାଉ। ଯେପରି କେହି ମୋତେ ଡାକନ୍ତି, "ତୁମେ କୁକୁର," କିମ୍ବା "ତୁମେ ଘୁଷୁରୀ" । କିନ୍ତୁ ଯଦି ମୁଁ ଆତ୍ମ-ସାକ୍ଷାତକାରୀ, ଯଦି ମୁଁ ସମ୍ପୂର୍ଣ୍ଣ ଭଲ ଭାବେ ଜାଣେ ଯେ ମୁଁ ଏହି ଶରୀର ନୁହେଁ, ତେଣୁ ତୁମେ ମୋତେ ଘୁଷୁରୀ, କୁକୁର କିମ୍ବା ରାଜା, ସମ୍ରାଟ, ମଣିମା ବୋଲି କହିଥାଅ, ସେ କ’ଣ? ମୁଁ ଏହି ଶରୀର ନୁହେଁ। ତେଣୁ ତୁମେ ମୋତେ “ମହାରାଜ” ବୋଲି ଡାକିବ କିମ୍ବା ତୁମେ ମୋତେ କୁକୁର କିମ୍ବା ଘୁଷୁରୀ ବୋଲି କହିବ, ମୋର କ'ଣ କରିବାର ଅଛି? ମୁଁ ମହାରାଜ ନା କୁକୁର କି ବିଲେଇ ନୁହେଁ - ସେପରି କିଛି ନୁହେଁ। ମୁଁ କୃଷ୍ଣଙ୍କର ସେବକ।"|Vanisource:690212 - Lecture BG 05.26-29 - Los Angeles|690212 - ପ୍ରବଚନ BG 05.26-29 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:08, 29 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପ୍ରଥମ କଥା ହେଉଛି ଧରାଯାଉ କେହି ଜଣେ ମୋ ବିଷୟରେ ଅତି କଠୋର କଥା କୁହନ୍ତି। ସ୍ୱାଭାବିକ ଭାବରେ ଆମେ କ୍ରୋଧିତ ହୋଇଥାଉ। ଯେପରି କେହି ମୋତେ ଡାକନ୍ତି, "ତୁମେ କୁକୁର," କିମ୍ବା "ତୁମେ ଘୁଷୁରୀ" । କିନ୍ତୁ ଯଦି ମୁଁ ଆତ୍ମ-ସାକ୍ଷାତକାରୀ, ଯଦି ମୁଁ ସମ୍ପୂର୍ଣ୍ଣ ଭଲ ଭାବେ ଜାଣେ ଯେ ମୁଁ ଏହି ଶରୀର ନୁହେଁ, ତେଣୁ ତୁମେ ମୋତେ ଘୁଷୁରୀ, କୁକୁର କିମ୍ବା ରାଜା, ସମ୍ରାଟ, ମଣିମା ବୋଲି କହିଥାଅ, ସେ କ’ଣ? ମୁଁ ଏହି ଶରୀର ନୁହେଁ। ତେଣୁ ତୁମେ ମୋତେ “ମହାରାଜ” ବୋଲି ଡାକିବ କିମ୍ବା ତୁମେ ମୋତେ କୁକୁର କିମ୍ବା ଘୁଷୁରୀ ବୋଲି କହିବ, ମୋର କ'ଣ କରିବାର ଅଛି? ମୁଁ ମହାରାଜ ନା କୁକୁର କି ବିଲେଇ ନୁହେଁ - ସେପରି କିଛି ନୁହେଁ। ମୁଁ କୃଷ୍ଣଙ୍କର ସେବକ।"
690212 - ପ୍ରବଚନ BG 05.26-29 - ଲସ ଆ଼ଞ୍ଜେଲ୍ସ