OR/690216 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

 
(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690215 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690215|OR/690216b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690216b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690216BG-LOS_ANGELES_ND_01.mp3</mp3player>|:ତେଷାମେବାନୁକମ୍ପାର୍ଥମ
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690216BG-LOS_ANGELES_ND_01.mp3</mp3player>|:ତେଷାମେବାନୁକମ୍ପାର୍ଥମ
:ଅହଂ ଅଜ୍ଞାନଜଂ ତମଃ ।
:ଅହଂ ଅଜ୍ଞାନଜଂ ତମଃ ।

Latest revision as of 06:09, 29 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
:ତେଷାମେବାନୁକମ୍ପାର୍ଥମ
ଅହଂ ଅଜ୍ଞାନଜଂ ତମଃ ।
ନାଶୟାମ୍ୟାତ୍ମଭାବସ୍ଥୋ
ଜ୍ଞାନଦୀପେନ ଭାସ୍ୱତା ॥
(ଭ.ଗୀ. ୧୦.୧୧)

'ଯେଉଁମାନେ ସର୍ବଦା ମୋ ସେବାରେ ନିୟୋଜିତ, ସେମାନଙ୍କୁ କେବଳ ଏକ ବିଶେଷ ଅନୁଗ୍ରହ ଦେଖାଇବା ପାଇଁ', ତେଷାମେବାନୁକମ୍ପାର୍ଥମ, ଅହଂ ଅଜ୍ଞାନଜଂ ତମଃ ନାଶୟାମି, 'ମୁଁ ଜ୍ଞାନର ଆଲୋକ ଦ୍ୱାରା ସମସ୍ତ ପ୍ରକାର ଅଜ୍ଞତାର ଅନ୍ଧକାରକୁ ଦୂର କରେ' । ତେଣୁ କୃଷ୍ଣ ଆପଣଙ୍କ ଭିତରେ ଅଛନ୍ତି । ଏବଂ ଯେତେବେଳେ ଆପଣ ଭକ୍ତି ପ୍ରକ୍ରିୟା ଦ୍ୱାରା କୃଷ୍ଣଙ୍କୁ ଆନ୍ତରିକତାର ସହିତ ଖୋଜୁଛନ୍ତି, ଯେପରି ଏହା ଭଗବଦ୍-ଗୀତା ରେ ଦର୍ଶାଯାଇଛି, ଆପଣ ଅଷ୍ଟାଦଶ ଅଧ୍ୟାୟରେ ପାଇବେ, ଭକ୍ତ୍ୟା ମାମଭିଜାନାତି ( ଭ.ଗୀ.୧୮.୫୫)) : "ଏହି ଭକ୍ତି ପ୍ରକ୍ରିୟା ଦ୍ୱାରା ଜଣେ ମୋତେ ବୁଝିପାରେ ।"

690216 - ପ୍ରବଚନ BG 06.13-15 - ଲସ ଆ଼ଞ୍ଜେଲ୍ସ