OR/690309 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାଓଆଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ହାଓଆଇ]]
[[Category:OR/ଅମୃତ ବାଣୀ - ହାଓଆଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690305 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାଓଆଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690305|OR/690310 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାଓଆଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690310}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690309SB-HAWAII_ND_01.mp3</mp3player>|"ପ୍ରତ୍ୟେକ ଜୀବ ପ୍ରାଣୀ ସ୍ଵଭାଵତଃ ଆନନ୍ଦିତ, ଆଧ୍ୟାତ୍ମିକ ରୂପରେ ଏବଂ ସେ ଭୌତିକତାରେ ଆଚ୍ଛାଦିତ ହୋଇଥିବାରୁ ତାଙ୍କର ଆନନ୍ଦ ବାଧାପ୍ରାପ୍ତ ହୁଏ। ତାହା ହେଉଛି ପ୍ରକୃତ ସ୍ଥିତି। ଜ୍ୱରର ଅବସ୍ଥା, ଜଣେ ଅସୁସ୍ଥ ହୁଏ, ଜ୍ୱରରେ ଆକ୍ରାନ୍ତ ହୁଏ - ତାଙ୍କର ଆନନ୍ଦ ଚାଲିଯାଏ । ସେ ମଧ୍ୟ ଅସୁସ୍ଥ ହୁଅନ୍ତି। ସେହିପରି, ଆମର ପ୍ରାକୃତିକ ସ୍ଥିତି ଆନନ୍ଦ ଅଟେ । ଆନନ୍ଦମୟୋ ଽଭ୍ୟାସାତ । କୃଷ୍ଣ ଆନନ୍ଦିତ । ମୁଁ କୃଷ୍ଣଙ୍କର ଅଂଶବିଶେଷ; ତେଣୁ ମୁଁ ମଧ୍ୟ ଆନନ୍ଦିତ ହେବା ଆବଶ୍ୟକ । ଏହା ସ୍ୱାଭାବିକ ଅଟେ । ଯଦି ମୋ ବାପା କଳା, ତେବେ ମୁଁ ମଧ୍ୟ କଳା ଅଟେ । ଯଦି ମୋ ମାଆ କଳା, ମୁଁ ମଧ୍ୟ କଳା । ତେଣୁ ଆମର ପିତା, ସର୍ବୋଚ୍ଚ ପିତା କୃଷ୍ଣ ହର୍ଷିତ ଅଟନ୍ତି। "|Vanisource:690309 - Lecture SB 07.09.08 - Hawaii|690309 - ପ୍ରବଚନ SB 07.09.08 - ହାଓଆଇ}}

Latest revision as of 06:01, 9 February 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରତ୍ୟେକ ଜୀବ ପ୍ରାଣୀ ସ୍ଵଭାଵତଃ ଆନନ୍ଦିତ, ଆଧ୍ୟାତ୍ମିକ ରୂପରେ ଏବଂ ସେ ଭୌତିକତାରେ ଆଚ୍ଛାଦିତ ହୋଇଥିବାରୁ ତାଙ୍କର ଆନନ୍ଦ ବାଧାପ୍ରାପ୍ତ ହୁଏ। ତାହା ହେଉଛି ପ୍ରକୃତ ସ୍ଥିତି। ଜ୍ୱରର ଅବସ୍ଥା, ଜଣେ ଅସୁସ୍ଥ ହୁଏ, ଜ୍ୱରରେ ଆକ୍ରାନ୍ତ ହୁଏ - ତାଙ୍କର ଆନନ୍ଦ ଚାଲିଯାଏ । ସେ ମଧ୍ୟ ଅସୁସ୍ଥ ହୁଅନ୍ତି। ସେହିପରି, ଆମର ପ୍ରାକୃତିକ ସ୍ଥିତି ଆନନ୍ଦ ଅଟେ । ଆନନ୍ଦମୟୋ ଽଭ୍ୟାସାତ । କୃଷ୍ଣ ଆନନ୍ଦିତ । ମୁଁ କୃଷ୍ଣଙ୍କର ଅଂଶବିଶେଷ; ତେଣୁ ମୁଁ ମଧ୍ୟ ଆନନ୍ଦିତ ହେବା ଆବଶ୍ୟକ । ଏହା ସ୍ୱାଭାବିକ ଅଟେ । ଯଦି ମୋ ବାପା କଳା, ତେବେ ମୁଁ ମଧ୍ୟ କଳା ଅଟେ । ଯଦି ମୋ ମାଆ କଳା, ମୁଁ ମଧ୍ୟ କଳା । ତେଣୁ ଆମର ପିତା, ସର୍ବୋଚ୍ଚ ପିତା କୃଷ୍ଣ ହର୍ଷିତ ଅଟନ୍ତି। "
690309 - ପ୍ରବଚନ SB 07.09.08 - ହାଓଆଇ