OR/690324 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ହାୱାଇ]]
[[Category:OR/ଅମୃତ ବାଣୀ - ହାୱାଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690323 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690323|OR/690327 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାୱାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690327}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690324SB-HAWAII_ND_01.mp3</mp3player>|"ଯେପରି ଚୈତନ୍ୟ ମହାପ୍ରଭୂ କହିଛନ୍ତି ଯେ ଏହି ବ୍ରହ୍ମାଣ୍ଡ ସୋରିଷ ମଞ୍ଜି ବ୍ୟାଗରେ ଥିବା ଏକ ଛୋଟ ସୋରିଷ ମଞ୍ଜି ପରି ଅଟେ। ଯଦି ଆପଣ ଗୋଟିଏ ବ୍ୟାଗ ସୋରିଷ ମଞ୍ଜି ନିଅନ୍ତି, ତେବେ ଆପଣ କେତେ ଗଣନା କରିପାରିବେ ନାହିଁ। ଏହା ସମ୍ଭବ କି? ଯଦି ଆପଣ ନିଅନ୍ତି ଶସ୍ୟର ବ୍ୟାଗ, ସେଠାରେ କେତେ ଶସ୍ୟ ଅଛି ତାହା ଗଣିବା ସମ୍ଭବ କି? ଚୈତନ୍ୟ ମହାପ୍ରଭୂ ଏହି ବ୍ରହ୍ମାଣ୍ଡକୁ ତୁଳନା କରିଛନ୍ତି ... ତାଙ୍କର ଜଣେ ଭକ୍ତ ବାସୁଦେବ ଦତ୍ତ... ଏହା ଭକ୍ତଙ୍କ ମନୋଭାବ, ସେ ଚୈତନ୍ୟ ମହାପ୍ରଭୂଙ୍କୁ ଅନୁରୋଧ କରିଥିଲେ, 'ମୋର ପ୍ରିୟ ପ୍ରଭୁ , ତୁମେ ଦୟାକରି ପତିତ ଆତ୍ମାମାନଙ୍କୁ ଉଦ୍ଧାର କରିବାକୁ ଆସିଛ। ଦୟାକରି ତୁମର ମିଶନକୁ ପୂରଣ କର । ବ୍ରହ୍ମାଣ୍ଡର ସମସ୍ତ ଆତ୍ମା, ବଦ୍ଧ ଜୀବଙ୍କୁ ନେଇଯାଅ  । ସେମାନଙ୍କୁ ଛାଡିଦିଅ ନାହିଁ, ଗୋଟିଏ ବି ନୁହେଁ । ଦୟାକରି ସେମାନଙ୍କୁ ନେଇଯାଅ । ଏବଂ ଯଦି ତୁମେ ଭାବୁଛ ଯେ ସେମାନେ ଯୋଗ୍ୟ ନୁହନ୍ତି କିମ୍ବା ସେମାନଙ୍କ ମଧ୍ୟରୁ କେତେକ ଯୋଗ୍ୟ ନୁହଁନ୍ତି, ତେବେ ଦୟାକରି ସେମାନଙ୍କର ପାପପୂର୍ଣ୍ଣ ପ୍ରତିକ୍ରିୟା ମୋ ଉପରେ ସ୍ଥାନାନ୍ତର କର। ମୁଁ ଯନ୍ତ୍ରଣା ଭୋଗିବି। କିନ୍ତୁ ତୁମେ ସେସବୁକୁ ନେଇଯାଅ। କେବଳ ଭକ୍ତଙ୍କ ମନୋଭାବ ଦେଖ। "|Vanisource:690324 - Lecture SB 07.09.11-13 - Hawaii|690324 - ପ୍ରବଚନ SB 07.09.11-13 - ହାୱାଇ}}

Latest revision as of 06:04, 13 February 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ଚୈତନ୍ୟ ମହାପ୍ରଭୂ କହିଛନ୍ତି ଯେ ଏହି ବ୍ରହ୍ମାଣ୍ଡ ସୋରିଷ ମଞ୍ଜି ବ୍ୟାଗରେ ଥିବା ଏକ ଛୋଟ ସୋରିଷ ମଞ୍ଜି ପରି ଅଟେ। ଯଦି ଆପଣ ଗୋଟିଏ ବ୍ୟାଗ ସୋରିଷ ମଞ୍ଜି ନିଅନ୍ତି, ତେବେ ଆପଣ କେତେ ଗଣନା କରିପାରିବେ ନାହିଁ। ଏହା ସମ୍ଭବ କି? ଯଦି ଆପଣ ନିଅନ୍ତି ଶସ୍ୟର ବ୍ୟାଗ, ସେଠାରେ କେତେ ଶସ୍ୟ ଅଛି ତାହା ଗଣିବା ସମ୍ଭବ କି? ଚୈତନ୍ୟ ମହାପ୍ରଭୂ ଏହି ବ୍ରହ୍ମାଣ୍ଡକୁ ତୁଳନା କରିଛନ୍ତି ... ତାଙ୍କର ଜଣେ ଭକ୍ତ ବାସୁଦେବ ଦତ୍ତ... ଏହା ଭକ୍ତଙ୍କ ମନୋଭାବ, ସେ ଚୈତନ୍ୟ ମହାପ୍ରଭୂଙ୍କୁ ଅନୁରୋଧ କରିଥିଲେ, 'ମୋର ପ୍ରିୟ ପ୍ରଭୁ , ତୁମେ ଦୟାକରି ପତିତ ଆତ୍ମାମାନଙ୍କୁ ଉଦ୍ଧାର କରିବାକୁ ଆସିଛ। ଦୟାକରି ତୁମର ମିଶନକୁ ପୂରଣ କର । ବ୍ରହ୍ମାଣ୍ଡର ସମସ୍ତ ଆତ୍ମା, ବଦ୍ଧ ଜୀବଙ୍କୁ ନେଇଯାଅ । ସେମାନଙ୍କୁ ଛାଡିଦିଅ ନାହିଁ, ଗୋଟିଏ ବି ନୁହେଁ । ଦୟାକରି ସେମାନଙ୍କୁ ନେଇଯାଅ । ଏବଂ ଯଦି ତୁମେ ଭାବୁଛ ଯେ ସେମାନେ ଯୋଗ୍ୟ ନୁହନ୍ତି କିମ୍ବା ସେମାନଙ୍କ ମଧ୍ୟରୁ କେତେକ ଯୋଗ୍ୟ ନୁହଁନ୍ତି, ତେବେ ଦୟାକରି ସେମାନଙ୍କର ପାପପୂର୍ଣ୍ଣ ପ୍ରତିକ୍ରିୟା ମୋ ଉପରେ ସ୍ଥାନାନ୍ତର କର। ମୁଁ ଯନ୍ତ୍ରଣା ଭୋଗିବି। କିନ୍ତୁ ତୁମେ ସେସବୁକୁ ନେଇଯାଅ। କେବଳ ଭକ୍ତଙ୍କ ମନୋଭାବ ଦେଖ। "
690324 - ପ୍ରବଚନ SB 07.09.11-13 - ହାୱାଇ