OR/690401b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690401 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସାନ୍ ଫ୍ରାନ୍ସିସ୍କୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690401|OR/690409 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690409}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690401R1-SAN_FRANCISCO_ND_02.mp3</mp3player>|"ତେଣୁ ଆଧ୍ୟାତ୍ମିକ ଗୁରୁ ଆବଶ୍ୟକ ଏବଂ ତାଙ୍କର ନିର୍ଦ୍ଦେଶନା ଆବଶ୍ୟକ। ତାହା ହେଉଛି ପରମ୍ପରା ପ୍ରଣାଳୀ। ଭଗବଦ୍-ଗୀତାରେ ମଧ୍ୟ ଅର୍ଜୁନ ଆତ୍ମସମର୍ପଣ କରୁଛନ୍ତି। ସେ କୃଷ୍ଣଙ୍କର ବନ୍ଧୁ ଥିଲେ। ସେ କାହିଁକି ଆତ୍ମସମର୍ପଣ କଲେ, "ମୁଁ ତୁମର ଶିଷ୍ୟ"? ତୁମେ ଭଗବଦ୍-ଗୀତାରେ ଦେଖ । ତାଙ୍କର କୌଣସି ଆବଶ୍ୟକତା ନଥିଲା। ସେ ବ୍ୟକ୍ତିଗତ ବନ୍ଧୁ ଥିଲେ, ସେ ଏକାଠି କଥାବାର୍ତ୍ତା କରୁଥିଲେ, ବସୁଥିଲେ,  ଖାଉଥିଲେ। ତଥାପି ସେ କୃଷ୍ଣଙ୍କୁ ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣ କରିଥିଲେ। ତେଣୁ ତାହା ହେଉଛି ସେହି ଉପାୟ। ବୁଝିବା ପାଇଁ ଏକ ବ୍ୟବସ୍ଥା ଅଛି। ଏହା ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି, ଶିଷ୍ୟସ୍ତେଽହଂ: "ମୁଁ ବର୍ତ୍ତମାନ ତୁମର ଶିଷ୍ୟ ଅଟେ" । ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍  ([[Vanisource: BG 2.7 (1972) | BG 2.7]]) । "ତୁମେ ଦୟାକରି ମୋତେ ନିର୍ଦ୍ଦେଶ ଦିଅ।" ଏବଂ ତା’ପରେ ସେ ଭଗବଦ୍ ଶିକ୍ଷା ଦେବା ଆରମ୍ଭ କଲେ । ଯେପର୍ଯ୍ୟନ୍ତ ଜଣେ ଶିଷ୍ୟ ନ ହୁଅନ୍ତି, ନିର୍ଦ୍ଦେଶ ଦେବା ନିଷେଧ । "|Vanisource:690401 - Conversation - San Francisco|690401 - ବାର୍ତ୍ତାଳାପ - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 05:13, 9 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆଧ୍ୟାତ୍ମିକ ଗୁରୁ ଆବଶ୍ୟକ ଏବଂ ତାଙ୍କର ନିର୍ଦ୍ଦେଶନା ଆବଶ୍ୟକ। ତାହା ହେଉଛି ପରମ୍ପରା ପ୍ରଣାଳୀ। ଭଗବଦ୍-ଗୀତାରେ ମଧ୍ୟ ଅର୍ଜୁନ ଆତ୍ମସମର୍ପଣ କରୁଛନ୍ତି। ସେ କୃଷ୍ଣଙ୍କର ବନ୍ଧୁ ଥିଲେ। ସେ କାହିଁକି ଆତ୍ମସମର୍ପଣ କଲେ, "ମୁଁ ତୁମର ଶିଷ୍ୟ"? ତୁମେ ଭଗବଦ୍-ଗୀତାରେ ଦେଖ । ତାଙ୍କର କୌଣସି ଆବଶ୍ୟକତା ନଥିଲା। ସେ ବ୍ୟକ୍ତିଗତ ବନ୍ଧୁ ଥିଲେ, ସେ ଏକାଠି କଥାବାର୍ତ୍ତା କରୁଥିଲେ, ବସୁଥିଲେ, ଖାଉଥିଲେ। ତଥାପି ସେ କୃଷ୍ଣଙ୍କୁ ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣ କରିଥିଲେ। ତେଣୁ ତାହା ହେଉଛି ସେହି ଉପାୟ। ବୁଝିବା ପାଇଁ ଏକ ବ୍ୟବସ୍ଥା ଅଛି। ଏହା ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି, ଶିଷ୍ୟସ୍ତେଽହଂ: "ମୁଁ ବର୍ତ୍ତମାନ ତୁମର ଶିଷ୍ୟ ଅଟେ" । ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ ( BG 2.7) । "ତୁମେ ଦୟାକରି ମୋତେ ନିର୍ଦ୍ଦେଶ ଦିଅ।" ଏବଂ ତା’ପରେ ସେ ଭଗବଦ୍ ଶିକ୍ଷା ଦେବା ଆରମ୍ଭ କଲେ । ଯେପର୍ଯ୍ୟନ୍ତ ଜଣେ ଶିଷ୍ୟ ନ ହୁଅନ୍ତି, ନିର୍ଦ୍ଦେଶ ଦେବା ନିଷେଧ । "
690401 - ବାର୍ତ୍ତାଳାପ - ସାନ୍ ଫ୍ରାନ୍ସିସ୍କୋ