OR/690410b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690410 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690410|OR/690411 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690411}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690410SB-NEW_YORK_ND_02.mp3</mp3player>|"ଉନ୍ନତ କୃଷ୍ଣ ସଚେତନ ବ୍ୟକ୍ତିର ଏକ ଆଧ୍ୟାତ୍ମିକ ଶରୀର ଅଛି ବୋଲି ବିବେଚନା କରାଯାଏ। ସେଇ ସମାନ ଉଦାହରଣ, ଯେପରି ମୁଁ ଅନେକ ଥର ଦେଇଛି: ଠିକ୍ ଲୁହା ରଡ ପରି। ତୁମେ ନିଆଁରେ ପକାଇବ, ଏହା ଗରମ, ଉଷ୍ମ ହୋଇଯାଏ। ଏହା ଅଗ୍ନି ସହିତ ଯେତେ ଅଧିକ ସଂଯୁକ୍ତ, ଏହା ଗରମ, ଉଷ୍ମ, ଉଷ୍ମ ହୋଇଯାଏ ଏବଂ ଶେଷରେ ଏହା ଲାଲ ଗରମ ହୋଇଯାଏ, ଯାହା ଦ୍ଵାରା ସେହି ସମୟରେ ଯଦି ସେହି ଲୁହା ଅନ୍ୟ କୌଣସି ଜିନିଷକୁ ସ୍ପର୍ଶ ହୁଏ, ତେବେ ଏହା ଜଳିଯାଏ। ଏହା ଲୁହା ଭଳି କାମ କରେ ନାହିଁ; ଏହା ଅଗ୍ନି ଭଳି କାମ କରେ । ସେହିପରି, ଏହି କୃଷ୍ଣଭାବାନାମୃତ ଦ୍ୱାରା, କ୍ରମାଗତ ଜପଦ୍ଵାରା, ତୁମେ ତୁମର ଶରୀରକୁ ଆଧ୍ୟାତ୍ମିକ କରିବ । ସେହି ସମୟରେ, ତୁମେ ଯେଉଁଠାକୁ ଯାଅ, ତୁମେ ଯେଉଁଠି ଛୁଇଁବ, ସେ ଆଧ୍ୟାତ୍ମିକ ହୋଇଯିବେ । ସେହିଭଳି ଲୁହା ... ଆଧ୍ୟାତ୍ମିକତା ବିନା, ଲାଲ୍ ଗରମ ନହୋଇଛି, ଯଦି ତୁମେ ସ୍ପର୍ଶ କର, ଏହା କାର୍ଯ୍ୟ କରିବ ନାହିଁ। ତେଣୁ ଆମେ ପ୍ରତ୍ୟେକ, ଯେଉଁମାନେ ଏହି କୃଷ୍ଣଭାବାନାମୃତ ଆନ୍ଦୋଳନକୁ ଆସିଛନ୍ତି, ସେମାନେ ଭବିଷ୍ୟତରେ ପ୍ରଚାର କରିବେ ଏବଂ ଭବିଷ୍ୟତରେ ମଧ୍ୟ ଆଧ୍ୟାତ୍ମିକ ଗୁରୁ ହେବେ ବୋଲି ଆଶା କରାଯାଉଅଛି । କିନ୍ତୁ ସର୍ବପ୍ରଥମେ ତୁମେ ନିଜକୁ ଆଧ୍ୟାତ୍ମିକ କରିବା ଆବଶ୍ୟକ; ଅନ୍ୟଥା ଏହା ନିଷ୍ଫଳ । "|Vanisource:690410 - Lecture SB 02.01.01-4 - New York|690410 - ପ୍ରବଚନ SB 02.01.01-4 - ନିୟୁର୍କ}}

Latest revision as of 05:14, 9 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଉନ୍ନତ କୃଷ୍ଣ ସଚେତନ ବ୍ୟକ୍ତିର ଏକ ଆଧ୍ୟାତ୍ମିକ ଶରୀର ଅଛି ବୋଲି ବିବେଚନା କରାଯାଏ। ସେଇ ସମାନ ଉଦାହରଣ, ଯେପରି ମୁଁ ଅନେକ ଥର ଦେଇଛି: ଠିକ୍ ଲୁହା ରଡ ପରି। ତୁମେ ନିଆଁରେ ପକାଇବ, ଏହା ଗରମ, ଉଷ୍ମ ହୋଇଯାଏ। ଏହା ଅଗ୍ନି ସହିତ ଯେତେ ଅଧିକ ସଂଯୁକ୍ତ, ଏହା ଗରମ, ଉଷ୍ମ, ଉଷ୍ମ ହୋଇଯାଏ ଏବଂ ଶେଷରେ ଏହା ଲାଲ ଗରମ ହୋଇଯାଏ, ଯାହା ଦ୍ଵାରା ସେହି ସମୟରେ ଯଦି ସେହି ଲୁହା ଅନ୍ୟ କୌଣସି ଜିନିଷକୁ ସ୍ପର୍ଶ ହୁଏ, ତେବେ ଏହା ଜଳିଯାଏ। ଏହା ଲୁହା ଭଳି କାମ କରେ ନାହିଁ; ଏହା ଅଗ୍ନି ଭଳି କାମ କରେ । ସେହିପରି, ଏହି କୃଷ୍ଣଭାବାନାମୃତ ଦ୍ୱାରା, କ୍ରମାଗତ ଜପଦ୍ଵାରା, ତୁମେ ତୁମର ଶରୀରକୁ ଆଧ୍ୟାତ୍ମିକ କରିବ । ସେହି ସମୟରେ, ତୁମେ ଯେଉଁଠାକୁ ଯାଅ, ତୁମେ ଯେଉଁଠି ଛୁଇଁବ, ସେ ଆଧ୍ୟାତ୍ମିକ ହୋଇଯିବେ । ସେହିଭଳି ଲୁହା ... ଆଧ୍ୟାତ୍ମିକତା ବିନା, ଲାଲ୍ ଗରମ ନହୋଇଛି, ଯଦି ତୁମେ ସ୍ପର୍ଶ କର, ଏହା କାର୍ଯ୍ୟ କରିବ ନାହିଁ। ତେଣୁ ଆମେ ପ୍ରତ୍ୟେକ, ଯେଉଁମାନେ ଏହି କୃଷ୍ଣଭାବାନାମୃତ ଆନ୍ଦୋଳନକୁ ଆସିଛନ୍ତି, ସେମାନେ ଭବିଷ୍ୟତରେ ପ୍ରଚାର କରିବେ ଏବଂ ଭବିଷ୍ୟତରେ ମଧ୍ୟ ଆଧ୍ୟାତ୍ମିକ ଗୁରୁ ହେବେ ବୋଲି ଆଶା କରାଯାଉଅଛି । କିନ୍ତୁ ସର୍ବପ୍ରଥମେ ତୁମେ ନିଜକୁ ଆଧ୍ୟାତ୍ମିକ କରିବା ଆବଶ୍ୟକ; ଅନ୍ୟଥା ଏହା ନିଷ୍ଫଳ । "
690410 - ପ୍ରବଚନ SB 02.01.01-4 - ନିୟୁର୍କ