OR/690425b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:06, 17 April 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ ଭକ୍ତିମୟ ସେବାକରି ନିଜ ମନରେ ଆନନ୍ଦିତ ନହୁଅ... ଏବଂ ପ୍ରସନ୍ନ। ପ୍ରସନ୍ନ ଅର୍ଥ ଆନନ୍ଦଦାୟକ ଅଟେ। ମନସ, ମନସ ଅର୍ଥ ମନ। ଯେତେବେଳେ ତୁମେ ଭକ୍ତି ସେବା କରି ନିଜ ମନରେ ସମ୍ପୂର୍ଣ୍ଣ ଆନନ୍ଦିତ ହୁଅ... ଏବଂ ପ୍ରସନ୍ନ-ମନସୋ ଭଗବଦ୍-ଭକ୍ତି-ୟୋଗତଃ । ଜଣେ କିପରି ଆନନ୍ଦିତ ହୋଇପାରିବ? କେବଳ କୃଷ୍ଣଭାବାନାମୃତକୁ କାର୍ଯ୍ୟକାରୀ କରି । ଅନ୍ୟଥା ନୁହେଁ। ଏହା ସମ୍ଭବ ନୁହେଁ ।"
690425 - ପ୍ରବଚନ - ବୋଷ୍ଟୋନ୍