OR/690501 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
[[Category:OR/ଅମୃତ ବାଣୀ - ବୋଷ୍ଟୋନ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690430b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690430b|OR/690501b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690501b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690501NA-BOSTON_ND_01.mp3</mp3player>|"ଯେତେବେଳେ ଆମ ଆଖିରେ ପରମପୁରୁଷଙ୍କ ପ୍ରେମର ମଲମ ପ୍ରୟୋଗ ହେବ, ସେତେବେଳେ ଏହି ଆଖିରେ ଆମେ ଭଗବାନଙ୍କୁ ଦେଖିବାରେ ସମର୍ଥ ହେବୁ। ଭଗବାନ ଅଦୃଶ୍ୟ ନୁହଁନ୍ତି। କେବଳ ଯେମିତି ମୋତିଆବିନ୍ଦୁ କିମ୍ବା ଅନ୍ୟ କୌଣସି ଆଖି ରୋଗରେ ଆକ୍ରାନ୍ତ ବ୍ୟକ୍ତି, ସେ ଦେଖି ପାରନ୍ତି ନାହିଁ। ଏହାର ଅର୍ଥ ନୁହେଁ ଯେ ଜିନିଷଗୁଡିକ ବିଦ୍ୟମାନ ନାହିଁ । ସେ ଦେଖି ପାରୁନାହାନ୍ତି  । ଭଗବାନ ଅଛନ୍ତି, କିନ୍ତୁ ଯେହେତୁ ମୋର ଆଖି ଭଗବାନଙ୍କୁ ଦେଖିବା ପାଇଁ ଦକ୍ଷ ନୁହେଁ, ତେଣୁ ମୁଁ ଭଗବାନଙ୍କୁ ଅସ୍ୱୀକାର କରେ । ଭଗବାନ ସବୁଠାରେ ଅଛନ୍ତି । ତେଣୁ ଆମ ଜୀବନର ଭୌତିକ  ଅବସ୍ଥାରେ ଆମ ଆଖି ଅସ୍ପଷ୍ଟ ଅବସ୍ଥାରେ ଅଛି । କେବଳ ଆଖି ନୁହେଁ, ପ୍ରତ୍ୟେକ ଇନ୍ଦ୍ରିୟ । ବିଶେଷତଃ ଆଖି । କାରଣ ଆମେ ନିଜ ଆଖି ପାଇଁ ଗର୍ବିତ, ଏବଂ ଆମେ କହୁଛୁ, 'ତୁମେ ମୋତେ ଭଗବାନ ଦେଖାଇ ପାରିବ କି?' ଆପଣ ଦେଖୁଛନ୍ତି । କିନ୍ତୁ ସେ ଭାବନ୍ତି ନାହିଁ ଯେ ତାଙ୍କ ଆଖି ଭଗବାନଙ୍କୁ ଦେଖିବା ପାଇଁ ଦକ୍ଷ କି ନୁହେଁ। ତାହା ହେଉଛି ନାସ୍ତିକତା। "|Vanisource:690501 - Lecture Festival Appearance Day, Lord Nrsimhadeva, Nrsimha-caturdasi - Boston|690501 - ପ୍ରବଚନ Appearance Day of Lord Nrsimhadeva - ବୋଷ୍ଟୋନ୍}}

Latest revision as of 05:07, 17 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ ଆମ ଆଖିରେ ପରମପୁରୁଷଙ୍କ ପ୍ରେମର ମଲମ ପ୍ରୟୋଗ ହେବ, ସେତେବେଳେ ଏହି ଆଖିରେ ଆମେ ଭଗବାନଙ୍କୁ ଦେଖିବାରେ ସମର୍ଥ ହେବୁ। ଭଗବାନ ଅଦୃଶ୍ୟ ନୁହଁନ୍ତି। କେବଳ ଯେମିତି ମୋତିଆବିନ୍ଦୁ କିମ୍ବା ଅନ୍ୟ କୌଣସି ଆଖି ରୋଗରେ ଆକ୍ରାନ୍ତ ବ୍ୟକ୍ତି, ସେ ଦେଖି ପାରନ୍ତି ନାହିଁ। ଏହାର ଅର୍ଥ ନୁହେଁ ଯେ ଜିନିଷଗୁଡିକ ବିଦ୍ୟମାନ ନାହିଁ । ସେ ଦେଖି ପାରୁନାହାନ୍ତି । ଭଗବାନ ଅଛନ୍ତି, କିନ୍ତୁ ଯେହେତୁ ମୋର ଆଖି ଭଗବାନଙ୍କୁ ଦେଖିବା ପାଇଁ ଦକ୍ଷ ନୁହେଁ, ତେଣୁ ମୁଁ ଭଗବାନଙ୍କୁ ଅସ୍ୱୀକାର କରେ । ଭଗବାନ ସବୁଠାରେ ଅଛନ୍ତି । ତେଣୁ ଆମ ଜୀବନର ଭୌତିକ ଅବସ୍ଥାରେ ଆମ ଆଖି ଅସ୍ପଷ୍ଟ ଅବସ୍ଥାରେ ଅଛି । କେବଳ ଆଖି ନୁହେଁ, ପ୍ରତ୍ୟେକ ଇନ୍ଦ୍ରିୟ । ବିଶେଷତଃ ଆଖି । କାରଣ ଆମେ ନିଜ ଆଖି ପାଇଁ ଗର୍ବିତ, ଏବଂ ଆମେ କହୁଛୁ, 'ତୁମେ ମୋତେ ଭଗବାନ ଦେଖାଇ ପାରିବ କି?' ଆପଣ ଦେଖୁଛନ୍ତି । କିନ୍ତୁ ସେ ଭାବନ୍ତି ନାହିଁ ଯେ ତାଙ୍କ ଆଖି ଭଗବାନଙ୍କୁ ଦେଖିବା ପାଇଁ ଦକ୍ଷ କି ନୁହେଁ। ତାହା ହେଉଛି ନାସ୍ତିକତା। "
690501 - ପ୍ରବଚନ Appearance Day of Lord Nrsimhadeva - ବୋଷ୍ଟୋନ୍