OR/690503b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:05, 21 April 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ମୁଁ ଅନନ୍ତ ଅଟେ। ଯଦିଓ ମୁଁ ବୃଦ୍ଧ, ତଥାପି ମୁଁ ବୁଝିପାରୁଛି ଯେ ମୁଁ ମୋର ପିଲାଦିନରେ, ମୋ ବାଲ୍ୟକାଳରେ, ଯୌବନରେ କ’ଣ କରୁଥିଲି। ତେଣୁ ଶରୀର ବଦଳିଛି, କିନ୍ତୁ ମୁଁ ବିଦ୍ୟମାନ ଅଛି। ଏହା ବହୁତ ସରଳ କଥା। ସମସ୍ତେ ବୁଝିପାରିବେ ମୁଁ, ଆତ୍ମା ଭାବରେ, ମୁଁ ଶରୀର ନୁହେଁ। ଶରୀର ବଦଳୁଛି; ମୁଁ ଶରୀରଠାରୁ ଭିନ୍ନ ଅଟେ। ତେଣୁ ଏହି ଶରୀରର ପରିବର୍ତ୍ତନ ଅର୍ଥ ନୁହେଁ ଯେ ମୁଁ ସମାପ୍ତ ହୋଇଛି। ମୁଁ ଜାରି ରଖିଛି। ତେଣୁ ମୁଁ ଉତ୍ତରଦାୟୀ ହେବା ଉଚିତ୍: "ମୁଁ ପରବର୍ତ୍ତୀ କେଉଁ ପ୍ରକାର ଶରୀର ଗ୍ରହଣ କରିବାକୁ ଯାଉଛି? "ଏହା ମୋର ଦାୟିତ୍।"
690503 - ପ୍ରବଚନ at Arlington Street Church - ବୋଷ୍ଟୋନ୍