OR/690503c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:05, 21 April 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ ଏହି ହରେ କୃଷ୍ଣ ମନ୍ତ୍ର ଜପ କରିଚାଲ, ତୁମର ଲାଭର ପ୍ରଥମ କିସ୍ତି ହେବ ଯେ ତୁମେ ବୁଝିବ ଯେ ତୁମେ ଏହି ଶରୀର ନୁହଁ, ତୁମେ ଆତ୍ମା, ଯାହା ବୁଝିବା ପାଇଁ ଅତି କମରେ ଅନେକ ବର୍ଷ ଲାଗେ, ଯେ 'ମୁଁ ଶରୀର ନୁହେଁ '। ସମସ୍ତେ ... ତୁମେ କାହାକୁବି ପଚାର, 'ତୁମେ କଣ? ' ସେ କହିବେ, 'ମୁଁ ଏହା, ସାର୍, ଏହା ଏବଂ ସେୟା'। 'ମୁଁ ଆମେରିକୀୟ', 'ମୁଁ ଏହି ଶରୀର', 'ମୁଁ ସେହି ଶରୀର'। କିନ୍ତୁ କେହି ଜାଣନ୍ତି ନାହିଁ ଯେ ସେ ଏହି ଶରୀର ନୁହଁନ୍ତି। କିନ୍ତୁ ଯଦି ତୁମେ ଜପ କର ଏହି ହରେ କୃଷ୍ଣ ମନ୍ତ୍ର, ତୁମର ଲାଭର ପ୍ରଥମ କିସ୍ତି ହେବ ଯେ ତୁମେ ନିଜକୁ ଅନୁଭବ କରିବ, ଅହଂ ବ୍ରହ୍ମାସ୍ମୀ: 'ମୁଁ ଏହି ଶରୀର ନୁହେଁ, କିନ୍ତୁ ମୁଁ ଆତ୍ମା ଅଟେ। ମୁଁ ପରମପୁରୁଷ ଭଗବାନଙ୍କ ଅଂଶବିଶେଷ ଅଟେ। ତୁମେ ବୁଝିବାର ଏହି ସ୍ଥରକୁ ଆସିବା ମାତ୍ରେ, ତା' ପରବର୍ତ୍ତୀ ପର୍ଯ୍ୟାୟ ହେବ ତୁମେ ପ୍ରଫୁଲୀତ ହେବ। "
690503 - ପ୍ରବଚନ at Arlington Street Church - ବୋଷ୍ଟୋନ୍