OR/690511b ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:07, 21 April 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯୋଗ ପ୍ରକ୍ରିୟା କିମ୍ବା ଧ୍ୟାନର ମୂଳ ଲକ୍ଷ୍ୟ କ’ଣ? ସର୍ବୋଚ୍ଚ, ପରମାତ୍ମା, ପରମପୁରୁଷ ଭଗବାନଙ୍କ ସହ ଯୋଗାଯୋଗ କରିବା। ଯୋଗ ପ୍ରକ୍ରିୟାର ଏହା ହେଉଛି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ସେହିପରି ଦାର୍ଶନିକ ଅନୁସନ୍ଧାନ, ଜ୍ଞାନ ପ୍ରକ୍ରିୟା, ଏହାର ଉଦ୍ଦେଶ୍ୟ ମଧ୍ୟ ହେଉଛି ପରଂବ୍ରହ୍ମ, ବ୍ରହ୍ମଙ୍କୁ ହୃଦୟଙ୍ଗମ କରିବା । ତେଣୁ ସେଗୁଡିକ ନିଃସନ୍ଦେହରେ ସ୍ୱୀକୃତିପ୍ରାପ୍ତ ପ୍ରକ୍ରିୟା, କିନ୍ତୁ ପ୍ରାଧିକୃତ ବର୍ଣ୍ଣନା ଅନୁଯାୟୀ, ଏହି ପ୍ରକ୍ରିୟା ଏହି ଯୁଗରେ ବ୍ୟବହାରିକ ନୁହେଁ। କଲୌ ତଦ ଧରି-କୀର୍ତ୍ତନାତ । ତେଣୁ ହରି-କୀର୍ତ୍ତନ ପ୍ରକ୍ରିୟାକୁ ଗ୍ରହଣ କରିବାକୁ ପଡିବ।"
690511 - ପ୍ରବଚନ to Indian Association - କଲମ୍ବସ୍