OR/690511c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))

Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
[[Category:OR/ଅମୃତ ବାଣୀ - କଲମ୍ବସ୍]]

{{Nectar Drops navigation - All Languages|Oriya|OR/690511b ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690511b|OR/690511d ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690511d}}

{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690511R1-COLUMBUS_ND_02.mp3</mp3player>|ଆଲେନ୍ ଗିନ୍ସବର୍ଗ: ଯଦି LSD ଏକ ଭୌତିକ ଆକର୍ଷଣ, ଯାହା ଏହା, ମୁଁ ଭାବୁଛି, ତେବେ ଶବ୍ଦ, ଶବ୍ଦ, ଏକ ଭୌତିକ ଆକର୍ଷଣ ନୁହେଁ କି?
ପ୍ରଭୁପାଦ: ନା, ଶବ୍ଦ ଆଧ୍ୟାତ୍ମିକ ଅଟେ । ମୂଳତଃ, ବାଇବେଲରେ ଯେପରି 'ସୃଷ୍ଟି ହେଉ', ଏହି ଧ୍ୱନି, ଏହି ଆଧ୍ୟାତ୍ମିକ ଧ୍ୱନି । ସୃଷ୍ଟି । ସୃଷ୍ଟି ସେଠାରେ ନଥିଲା । ଧ୍ୱନି ସୃଷ୍ଟି ସୃଷ୍ଟି କଲା । ତେଣୁ, ଶବ୍ଦ ମୂଳତଃ ଆଧ୍ୟାତ୍ମିକ, ଏବଂ ଧ୍ୱନି ମାଧ୍ୟମରେ ... ଧ୍ୱନି - ଶବ୍ଦରୁ, ଆକାଶ ବିକାଶ ହୁଏ; ଆକାଶରୁ, ବାୟୁ ବିକାଶ; ବାୟୁରୁ, ଅଗ୍ନି ବିକାଶ; ଅଗ୍ନିରୁ, ଜଳ ବିକାଶ; ଜଳରୁ, ଭୂମି ବିକାଶ ।
ଆଲେନ୍ ଜିନ୍ସବର୍ଗ: ଧ୍ୱନି ସୃଷ୍ଟିର ପ୍ରଥମ ଉପାଦାନ?
ପ୍ରଭୁପାଦ: ହଁ, ହଁ।
ଆଲେନ୍ ଗିନ୍ସବର୍ଗ: ପାରମ୍ପାରିକ ଭାବରେ ପ୍ରଥମ ଧ୍ୱନି କ’ଣ ଥିଲା?
ପ୍ରଭୁପାଦ: ବୈଦିକ ସାହିତ୍ୟ କୁହେ ଓଁ । ହଁ । ତେଣୁ ଅନ୍ତତଃ ପକ୍ଷେ ଆମେ ତୁମର ବାଇବେଲରୁ ବୁଝିପାରିବା ଯେ ଭଗବାନ କହିଥିଲେ, 'ସୃଷ୍ଟି ହେଉ' । ତେଣୁ ଏହା ଶବ୍ଦ, ଏବଂ ସୃଷ୍ଟି ଅଛି । ଭଗବାନ ଏବଂ ତାଙ୍କର ସ୍ୱର ଅଲଗା ନୁହନ୍ତି, ପୂର୍ଣ୍ଣ । ମୁଁ କହୁଛି 'ଶ୍ରୀ ଗିନ୍ସବର୍ଗ, "ଏହି ଧ୍ୱନି ଏବଂ ମୁଁ, ଟିକିଏ ଅଲଗା । କିନ୍ତୁ ଭଗବାନ ତାଙ୍କ ଶକ୍ତି ଠାରୁ ଭିନ୍ନ ନୁହଁନ୍ତି ।|Vanisource:690511 - Conversation with Allen Ginsberg - Columbus|690511 - ବାର୍ତ୍ତାଳାପ with Allen Ginsberg - କଲମ୍ବସ୍}}

Latest revision as of 05:07, 21 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ଆଲେନ୍ ଗିନ୍ସବର୍ଗ: ଯଦି LSD ଏକ ଭୌତିକ ଆକର୍ଷଣ, ଯାହା ଏହା, ମୁଁ ଭାବୁଛି, ତେବେ ଶବ୍ଦ, ଶବ୍ଦ, ଏକ ଭୌତିକ ଆକର୍ଷଣ ନୁହେଁ କି?
ପ୍ରଭୁପାଦ: ନା, ଶବ୍ଦ ଆଧ୍ୟାତ୍ମିକ ଅଟେ । ମୂଳତଃ, ବାଇବେଲରେ ଯେପରି 'ସୃଷ୍ଟି ହେଉ', ଏହି ଧ୍ୱନି, ଏହି ଆଧ୍ୟାତ୍ମିକ ଧ୍ୱନି । ସୃଷ୍ଟି । ସୃଷ୍ଟି ସେଠାରେ ନଥିଲା । ଧ୍ୱନି ସୃଷ୍ଟି ସୃଷ୍ଟି କଲା । ତେଣୁ, ଶବ୍ଦ ମୂଳତଃ ଆଧ୍ୟାତ୍ମିକ, ଏବଂ ଧ୍ୱନି ମାଧ୍ୟମରେ ... ଧ୍ୱନି - ଶବ୍ଦରୁ, ଆକାଶ ବିକାଶ ହୁଏ; ଆକାଶରୁ, ବାୟୁ ବିକାଶ; ବାୟୁରୁ, ଅଗ୍ନି ବିକାଶ; ଅଗ୍ନିରୁ, ଜଳ ବିକାଶ; ଜଳରୁ, ଭୂମି ବିକାଶ ।
ଆଲେନ୍ ଜିନ୍ସବର୍ଗ: ଧ୍ୱନି ସୃଷ୍ଟିର ପ୍ରଥମ ଉପାଦାନ?
ପ୍ରଭୁପାଦ: ହଁ, ହଁ।
ଆଲେନ୍ ଗିନ୍ସବର୍ଗ: ପାରମ୍ପାରିକ ଭାବରେ ପ୍ରଥମ ଧ୍ୱନି କ’ଣ ଥିଲା?
ପ୍ରଭୁପାଦ: ବୈଦିକ ସାହିତ୍ୟ କୁହେ ଓଁ । ହଁ । ତେଣୁ ଅନ୍ତତଃ ପକ୍ଷେ ଆମେ ତୁମର ବାଇବେଲରୁ ବୁଝିପାରିବା ଯେ ଭଗବାନ କହିଥିଲେ, 'ସୃଷ୍ଟି ହେଉ' । ତେଣୁ ଏହା ଶବ୍ଦ, ଏବଂ ସୃଷ୍ଟି ଅଛି । ଭଗବାନ ଏବଂ ତାଙ୍କର ସ୍ୱର ଅଲଗା ନୁହନ୍ତି, ପୂର୍ଣ୍ଣ । ମୁଁ କହୁଛି 'ଶ୍ରୀ ଗିନ୍ସବର୍ଗ, "ଏହି ଧ୍ୱନି ଏବଂ ମୁଁ, ଟିକିଏ ଅଲଗା । କିନ୍ତୁ ଭଗବାନ ତାଙ୍କ ଶକ୍ତି ଠାରୁ ଭିନ୍ନ ନୁହଁନ୍ତି ।
690511 - ବାର୍ତ୍ତାଳାପ with Allen Ginsberg - କଲମ୍ବସ୍