OR/690514 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690513 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690513|OR/690514b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690514b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690514LE-COLUMBUS_ND_01.mp3</mp3player>|"ତେଣୁ ଏହି ଦୟାଳୁ ଅନୁଗ୍ରହ ଭଗବାନ କୃଷ୍ଣ ଭଗବାନ ଚୈତନ୍ୟ ମହାପ୍ରଭୂଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା, ସେ କୃଷ୍ଣଙ୍କର ଅବତାର ଅଟନ୍ତି। କୃଷ୍ଣ-ବର୍ଣଂ ତ୍ଵିସାକୃଷ୍ଣ ([[Vanisource: SB 11.5.32 | ଭା.୧୧.୫.୩୨]]) । ସେ ହେଉଛନ୍ତି କୃଷ୍ଣ। ବର୍ଗ ଅନୁଯାୟୀ, ସେ କୃଷ୍ଣ, କିମ୍ବା ଜପ କରୁଥିବା କୃଷ୍ଣ  । କିନ୍ତୁ ଶରୀର ବର୍ଣ୍ଣରେ ସେ ଅକୃଷ୍ଣ । ତ୍ଵିସାକୃଷ୍ଣ। ତେଣୁ ସେ ଆମକୁ ଏହି ସର୍ବଶ୍ରେଷ୍ଠ ଦାନ ଦେଇଛନ୍ତି, ଯେ ତୁମେ କେବଳ ହରେ କୃଷ୍ଣ ମନ୍ତ୍ର ଜପ କର ଏବଂ ତୁମେ ସମସ୍ତ ଜ୍ଞାନ ପାଇବ । ଜ୍ଞାନ ଆହରଣ କରିବାର ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ସଂକ୍ରମଣ ରୂପରେ ଆମ ହୃଦୟରେ ଥିବା ମଇଳା ଜିନିଷ । ଏବଂ ପ୍ରଭୁ ଚୈତନ୍ୟ କୁହନ୍ତି ଯେ ଯଦି ତୁମେ କୌଣସି ଅପରାଧ ବିନା ଅତି ସୁନ୍ଦର ଭାବରେ ଜପ କର, ତେବେ ତୁମର ହୃଦୟରୁ ସମସ୍ତ ମଇଳା ଜିନିଷ ପରିଷ୍କାର ହୋଇଯାଏ । ଚେତୋ-ଦର୍ପଣ-ମାର୍ଜନମ ଭବ-ମହା-ଦାଵାଗ୍ନି-ନିର୍ବାପଣଂ ([[Vanisource: CC Antya 20.12 | ଚ.ଚ.ଅନ୍ତ୍ୟ ୨୦.୧୨]]) । ଏବଂ ତାପରେ ତୁମେ ମୁକ୍ତ ହେବ । ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି  ([[Vanisource:BG 18.54 (1972) | ଭ.ଗୀ. ୧୮.୫୪]]) ।|Vanisource:690514 - Lecture Initiation and Wedding - Columbus|690514 - ପ୍ରବଚନ Initiation and Wedding - କଲମ୍ବସ୍}}

Latest revision as of 05:03, 25 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଦୟାଳୁ ଅନୁଗ୍ରହ ଭଗବାନ କୃଷ୍ଣ ଭଗବାନ ଚୈତନ୍ୟ ମହାପ୍ରଭୂଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା, ସେ କୃଷ୍ଣଙ୍କର ଅବତାର ଅଟନ୍ତି। କୃଷ୍ଣ-ବର୍ଣଂ ତ୍ଵିସାକୃଷ୍ଣ ( ଭା.୧୧.୫.୩୨) । ସେ ହେଉଛନ୍ତି କୃଷ୍ଣ। ବର୍ଗ ଅନୁଯାୟୀ, ସେ କୃଷ୍ଣ, କିମ୍ବା ଜପ କରୁଥିବା କୃଷ୍ଣ । କିନ୍ତୁ ଶରୀର ବର୍ଣ୍ଣରେ ସେ ଅକୃଷ୍ଣ । ତ୍ଵିସାକୃଷ୍ଣ। ତେଣୁ ସେ ଆମକୁ ଏହି ସର୍ବଶ୍ରେଷ୍ଠ ଦାନ ଦେଇଛନ୍ତି, ଯେ ତୁମେ କେବଳ ହରେ କୃଷ୍ଣ ମନ୍ତ୍ର ଜପ କର ଏବଂ ତୁମେ ସମସ୍ତ ଜ୍ଞାନ ପାଇବ । ଜ୍ଞାନ ଆହରଣ କରିବାର ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ସଂକ୍ରମଣ ରୂପରେ ଆମ ହୃଦୟରେ ଥିବା ମଇଳା ଜିନିଷ । ଏବଂ ପ୍ରଭୁ ଚୈତନ୍ୟ କୁହନ୍ତି ଯେ ଯଦି ତୁମେ କୌଣସି ଅପରାଧ ବିନା ଅତି ସୁନ୍ଦର ଭାବରେ ଜପ କର, ତେବେ ତୁମର ହୃଦୟରୁ ସମସ୍ତ ମଇଳା ଜିନିଷ ପରିଷ୍କାର ହୋଇଯାଏ । ଚେତୋ-ଦର୍ପଣ-ମାର୍ଜନମ ଭବ-ମହା-ଦାଵାଗ୍ନି-ନିର୍ବାପଣଂ ( ଚ.ଚ.ଅନ୍ତ୍ୟ ୨୦.୧୨) । ଏବଂ ତାପରେ ତୁମେ ମୁକ୍ତ ହେବ । ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ( ଭ.ଗୀ. ୧୮.୫୪) ।
690514 - ପ୍ରବଚନ Initiation and Wedding - କଲମ୍ବସ୍