OR/690514b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690514 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690514|OR/690514c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690514c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690514R1-COLUMBUS_ND_02.mp3</mp3player>|"ତେଣୁ ଏଠାରେ ପ୍ରତ୍ୟେକ ଜୀବ, ଈଶ୍ୱର ହେବାକୁ, ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ବ୍ୟକ୍ତିଗତ ଭାବରେ, ଜାତୀୟ ସ୍ତରରେ ଚେଷ୍ଟା କରୁଛି। ସମସ୍ତେ ଏହାକୁ ଅଧିକାର କରିବାକୁ ଚେଷ୍ଟା କରୁଛନ୍ତି। ତାହା ହେଉଛି ଭୌତିକ ଅସ୍ତିତ୍ୱ। ଏବଂ ଯେତେବେଳେ ସେ ସଚେତନ ହୁଅନ୍ତି, ଜ୍ଞାନଵାନ୍, ଯେ "ମୁଁ ଅଜଥାରେ ଏହାକୁ ଅଧିକାର କରିବାକୁ ଚେଷ୍ଟା କରୁଛି । ବରଂ, ମୁଁ ଭୌତିକ ଶକ୍ତି ସହିତ ଜଡିତ ହୋଇଯାଉଛି", ଯେତେବେଳେ ସେ ଏହା ଭାବନାକୁ ଆସନ୍ତି, ସେତେବେଳେ ସେ ଆତ୍ମସମର୍ପଣ କରନ୍ତି । ତା'ପରେ ପୁନର୍ବାର ତାଙ୍କର ମୁକ୍ତ ଜୀବନ ଆରମ୍ଭ ହୁଏ । ତାହା ହେଉଛି ଆଧ୍ୟାତ୍ମିକ ଜୀବନର ସମ୍ପୂର୍ଣ୍ଣ ପ୍ରକ୍ରିୟା । ତେଣୁ କୃଷ୍ଣ କୁହନ୍ତି, ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66 (1972)|ଭ.ଗୀ. ୧୮.୬୬]]) । କୌଣସି ଉପାୟ ପ୍ରସ୍ତୁତ କରନ୍ତୁ ନାହିଁ, ମିଥ୍ୟା ଭାବରେ ଏହାକୁ ଅଧିକାର କରିବାକୁ ଚେଷ୍ଟା କରନ୍ତୁ ନାହିଁ। ତାହା ହେବ ... ତୁମେ ଖୁସି ହେବ ନାହିଁ, କାରଣ ତୁମେ ଏହି ଭୌତିକ ପ୍ରକୃତି ଉପରେ ପ୍ରଭୁତ୍ଵ କରିପାରିବ ନାହିଁ । ଏହା ଅସମ୍ଭବ।"|Vanisource:690514 - Conversation with Allen Ginsberg - Columbus|690514 - ବାର୍ତ୍ତାଳାପ with Allen Ginsberg - କଲମ୍ବସ୍}}

Latest revision as of 05:03, 25 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏଠାରେ ପ୍ରତ୍ୟେକ ଜୀବ, ଈଶ୍ୱର ହେବାକୁ, ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ବ୍ୟକ୍ତିଗତ ଭାବରେ, ଜାତୀୟ ସ୍ତରରେ ଚେଷ୍ଟା କରୁଛି। ସମସ୍ତେ ଏହାକୁ ଅଧିକାର କରିବାକୁ ଚେଷ୍ଟା କରୁଛନ୍ତି। ତାହା ହେଉଛି ଭୌତିକ ଅସ୍ତିତ୍ୱ। ଏବଂ ଯେତେବେଳେ ସେ ସଚେତନ ହୁଅନ୍ତି, ଜ୍ଞାନଵାନ୍, ଯେ "ମୁଁ ଅଜଥାରେ ଏହାକୁ ଅଧିକାର କରିବାକୁ ଚେଷ୍ଟା କରୁଛି । ବରଂ, ମୁଁ ଭୌତିକ ଶକ୍ତି ସହିତ ଜଡିତ ହୋଇଯାଉଛି", ଯେତେବେଳେ ସେ ଏହା ଭାବନାକୁ ଆସନ୍ତି, ସେତେବେଳେ ସେ ଆତ୍ମସମର୍ପଣ କରନ୍ତି । ତା'ପରେ ପୁନର୍ବାର ତାଙ୍କର ମୁକ୍ତ ଜୀବନ ଆରମ୍ଭ ହୁଏ । ତାହା ହେଉଛି ଆଧ୍ୟାତ୍ମିକ ଜୀବନର ସମ୍ପୂର୍ଣ୍ଣ ପ୍ରକ୍ରିୟା । ତେଣୁ କୃଷ୍ଣ କୁହନ୍ତି, ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (ଭ.ଗୀ. ୧୮.୬୬) । କୌଣସି ଉପାୟ ପ୍ରସ୍ତୁତ କରନ୍ତୁ ନାହିଁ, ମିଥ୍ୟା ଭାବରେ ଏହାକୁ ଅଧିକାର କରିବାକୁ ଚେଷ୍ଟା କରନ୍ତୁ ନାହିଁ। ତାହା ହେବ ... ତୁମେ ଖୁସି ହେବ ନାହିଁ, କାରଣ ତୁମେ ଏହି ଭୌତିକ ପ୍ରକୃତି ଉପରେ ପ୍ରଭୁତ୍ଵ କରିପାରିବ ନାହିଁ । ଏହା ଅସମ୍ଭବ।"
690514 - ବାର୍ତ୍ତାଳାପ with Allen Ginsberg - କଲମ୍ବସ୍