OR/690519 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
[[Category:OR/ଅମୃତ ବାଣୀ - କଲମ୍ବସ୍]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690514c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690514c|OR/690520 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690520}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690519LE-COLUMBUS_ND_01.mp3</mp3player>|"ଧରାଯାଉ ତୁମେ କୋଡିଏ ବର୍ଷ ବୟସ ବୟସ୍କ । ଆଜି ୧୯ ମଇ, ଏବଂ ଅପରାହ୍ନ ୪ଟା ଥିଲା। ଏଥର ଅପରାହ୍ନ ୪ ଟା, ୧୯ମଇ, ୧୯୬୯ ଚାଲିଗଲା। ତୁମେ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତୁମେ ଏହାକୁ ଫେରାଇ ପାରିବ ନାହିଁ। କେବଳ ବୁଝିବାକୁ ଚେଷ୍ଟା କର । ସେହିପରି ଭାବରେ, ତୁମର ଜୀବନର ପ୍ରତ୍ୟେକ କ୍ଷଣ ମଧ୍ୟ ବିନା ମୂଲ୍ୟରେ ନଷ୍ଟ ହେଉଛି, କେବଳ ଇଦ୍ରିୟ ସୁଖ-ଖାଇବା, ଶୋଇବା, ମିଳନ ଏବଂ ରକ୍ଷା କରିବା - ତେବେ ତୁମେ ତୁମର ଜୀବନର ମୂଲ୍ୟ ଜାଣି ନାହଁ । ଲକ୍ଷ ଲକ୍ଷ ଟଙ୍କା ଦେଇ ତୁମର ଜୀବନର ଏପରିକି ଏକ ମୁହୂର୍ତ୍ତ ତୁମେ ଫେରିପାଇବ ନାହିଁ ।  ତୁମର ଜୀବନ କେତେ ମୂଲ୍ୟବାନ ତାହା କେବଳ ବୁଝିବାକୁ ଚେଷ୍ଟା କର । ତେଣୁ, ଆମର କୃଷ୍ଣ ଭାବାନାମୃତ ଆନ୍ଦୋଳନ ହେଉଛି ଲୋକମାନଙ୍କୁ ଜଣାଇବା ଯେ ଜୀବନ କେତେ ମୂଲ୍ୟବାନ, ଏବଂ ସେହି ଉପାୟରେ ଏହାକୁ ବ୍ୟବହାର କର ।"|Vanisource:690519 - Lecture - Columbus|690519 - ପ୍ରବଚନ - କଲମ୍ବସ୍}}

Latest revision as of 05:03, 25 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧରାଯାଉ ତୁମେ କୋଡିଏ ବର୍ଷ ବୟସ ବୟସ୍କ । ଆଜି ୧୯ ମଇ, ଏବଂ ଅପରାହ୍ନ ୪ଟା ଥିଲା। ଏଥର ଅପରାହ୍ନ ୪ ଟା, ୧୯ମଇ, ୧୯୬୯ ଚାଲିଗଲା। ତୁମେ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତୁମେ ଏହାକୁ ଫେରାଇ ପାରିବ ନାହିଁ। କେବଳ ବୁଝିବାକୁ ଚେଷ୍ଟା କର । ସେହିପରି ଭାବରେ, ତୁମର ଜୀବନର ପ୍ରତ୍ୟେକ କ୍ଷଣ ମଧ୍ୟ ବିନା ମୂଲ୍ୟରେ ନଷ୍ଟ ହେଉଛି, କେବଳ ଇଦ୍ରିୟ ସୁଖ-ଖାଇବା, ଶୋଇବା, ମିଳନ ଏବଂ ରକ୍ଷା କରିବା - ତେବେ ତୁମେ ତୁମର ଜୀବନର ମୂଲ୍ୟ ଜାଣି ନାହଁ । ଲକ୍ଷ ଲକ୍ଷ ଟଙ୍କା ଦେଇ ତୁମର ଜୀବନର ଏପରିକି ଏକ ମୁହୂର୍ତ୍ତ ତୁମେ ଫେରିପାଇବ ନାହିଁ । ତୁମର ଜୀବନ କେତେ ମୂଲ୍ୟବାନ ତାହା କେବଳ ବୁଝିବାକୁ ଚେଷ୍ଟା କର । ତେଣୁ, ଆମର କୃଷ୍ଣ ଭାବାନାମୃତ ଆନ୍ଦୋଳନ ହେଉଛି ଲୋକମାନଙ୍କୁ ଜଣାଇବା ଯେ ଜୀବନ କେତେ ମୂଲ୍ୟବାନ, ଏବଂ ସେହି ଉପାୟରେ ଏହାକୁ ବ୍ୟବହାର କର ।"
690519 - ପ୍ରବଚନ - କଲମ୍ବସ୍