OR/690521 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - New Vrindaban‎]]
[[Category:OR/ଅମୃତ ବାଣୀ - New Vrindaban‎]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690520 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲମ୍ବସ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690520|OR/690521b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690521b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690521IN-NEW_VRINDAVAN_ND_01.mp3</mp3player>|"ବୈଦିକ ସାହିତ୍ୟ ସୂଚିତ କରେ ଯେ ଲବଧ୍ଵା ସୁଦୁର୍ଲଭମ ଇଦଂ  ([[Vanisource: SB 11.9.29 | ଭା. ୧୧.୯.୨୯]])। ଇଦଂର ଅର୍ଥ ହେଉଛି 'ଏହା'। 'ଏହାର ଅର୍ଥ ହେଉଛି ଏହି ଶରୀର, ଏହି ସୁଯୋଗ, ମାନବ ଜୀବନ, ବିକଶିତ ଚେତନା, ପୂର୍ଣ୍ଣ ସୁବିଧା। ପଶୁମାନଙ୍କର, ସେମାନଙ୍କର କୌଣସି ସୁବିଧା ନାହିଁ । ସେମାନେ ଜଙ୍ଗଲରେ ବାସ କରନ୍ତି । କିନ୍ତୁ ଆମେ ଏହି ଜଙ୍ଗଲଗୁଡିକ, ଏହି ଜଙ୍ଗଲଗୁଡିକ, ଅନେକ ଆରାମଦାୟକ ପରିସ୍ଥିତି ପାଇଁ ବ୍ୟବହାର କରିପାରିବା । ତେଣୁ ଆମକୁ ବିକଶିତ ଚେତନା, ବୁଦ୍ଧି ମିଳିଛି  । ଆମେ ବ୍ୟବହାର କରିପାରିବା । ତେଣୁ ଏହାକୁ ବ୍ୟବହାର କରିପାରିବା । ଅର୍ଥଦମ୍ କୁହାଯାଏ । ଅର୍ଥ। ଅର୍ଥର ଦୁଇଟି ଅର୍ଥ ଅଛି । ଅର୍ଥ-ଶାସ୍ତ୍ର । ଅର୍ଥ-ଶାସ୍ତ୍ର ଅର୍ଥ ଅର୍ଥନୀତି, ଧନ କିପରି ବଢ଼ାଇବ । ଏହାକୁ ଅର୍ଥ କୁହାଯାଏ  ତେଣୁ ଅର୍ଥଦମ୍ । ଏହି ମାନବ ଜୀବନର ରୂପ ତୁମକୁ ଅର୍ଥ ପ୍ରଦାନ କରିପାରିବ । ଅର୍ଥର ଅର୍ଥ କିଛି ମହତ୍ଵପୂର୍ଣ୍ଣ । "|Vanisource:690521 - Lecture Initiation - New Vrindaban, USA|690521 - ପ୍ରବଚନ Initiation - New Vrindaban, USA}}

Latest revision as of 05:16, 29 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବୈଦିକ ସାହିତ୍ୟ ସୂଚିତ କରେ ଯେ ଲବଧ୍ଵା ସୁଦୁର୍ଲଭମ ଇଦଂ ( ଭା. ୧୧.୯.୨୯)। ଇଦଂର ଅର୍ଥ ହେଉଛି 'ଏହା'। 'ଏହାର ଅର୍ଥ ହେଉଛି ଏହି ଶରୀର, ଏହି ସୁଯୋଗ, ମାନବ ଜୀବନ, ବିକଶିତ ଚେତନା, ପୂର୍ଣ୍ଣ ସୁବିଧା। ପଶୁମାନଙ୍କର, ସେମାନଙ୍କର କୌଣସି ସୁବିଧା ନାହିଁ । ସେମାନେ ଜଙ୍ଗଲରେ ବାସ କରନ୍ତି । କିନ୍ତୁ ଆମେ ଏହି ଜଙ୍ଗଲଗୁଡିକ, ଏହି ଜଙ୍ଗଲଗୁଡିକ, ଅନେକ ଆରାମଦାୟକ ପରିସ୍ଥିତି ପାଇଁ ବ୍ୟବହାର କରିପାରିବା । ତେଣୁ ଆମକୁ ବିକଶିତ ଚେତନା, ବୁଦ୍ଧି ମିଳିଛି । ଆମେ ବ୍ୟବହାର କରିପାରିବା । ତେଣୁ ଏହାକୁ ବ୍ୟବହାର କରିପାରିବା । ଅର୍ଥଦମ୍ କୁହାଯାଏ । ଅର୍ଥ। ଅର୍ଥର ଦୁଇଟି ଅର୍ଥ ଅଛି । ଅର୍ଥ-ଶାସ୍ତ୍ର । ଅର୍ଥ-ଶାସ୍ତ୍ର ଅର୍ଥ ଅର୍ଥନୀତି, ଧନ କିପରି ବଢ଼ାଇବ । ଏହାକୁ ଅର୍ଥ କୁହାଯାଏ ତେଣୁ ଅର୍ଥଦମ୍ । ଏହି ମାନବ ଜୀବନର ରୂପ ତୁମକୁ ଅର୍ଥ ପ୍ରଦାନ କରିପାରିବ । ଅର୍ଥର ଅର୍ଥ କିଛି ମହତ୍ଵପୂର୍ଣ୍ଣ । "
690521 - ପ୍ରବଚନ Initiation - New Vrindaban, USA