OR/690521b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - New Vrindaban‎]]
[[Category:OR/ଅମୃତ ବାଣୀ - New Vrindaban‎]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690521 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690521|OR/690522 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690522}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690521IN-NEW_VRINDAVAN_ND_02.mp3</mp3player>|"ତେଣୁ ବୈଦିକ ସାହିତ୍ୟ, ବେଦର ଅର୍ଥ, ଯେତେବେଳେ ଏହା ଅର୍ଥଦମ କୁହାଯାଏ," ଏହି ଜୀବନରେ ତୁମେ ପଦାର୍ଥ ହାସଲ କରିପାରିବ", ସେହି ପଦାର୍ଥର ଅର୍ଥ ହେଉଛି କୃଷ୍ଣ ଭାବାନାମୃତ । ଅନ୍ୟଥା, ଏହାକୁ ପଦାର୍ଥ ଗ୍ରହଣ କରିବା ଅର୍ଥ କରୋଡ଼ପତି  ବା ଲକ୍ଷ ଲକ୍ଷ ଡଲାର, ତାହା ମଧ୍ୟ ଅର୍ଥ, କିନ୍ତୁ ଅନିତ୍ୟଂ । ତାହା ହେଉଛି ଅନିତ୍ୟମ୍। ସେହି ପଦାର୍ଥ ତୁମ ନେଇଯାଇ ପାରିବ ନାହିଁ । ତୁମେ ତୁମ ମାତାର ଗର୍ଭରୁ ଖାଲି ହାତରେ ଆସିଛ, ଏବଂ ଯେତେବେଳେ ତୁମେ ଏହି ସ୍ଥାନ ଛାଡିବ, ତୁମେ ମଧ୍ୟ ଖାଲି ହାତରେ ଯିବ । ତାହା ନୁହେଁ କାରଣ ତୁମେ ଲକ୍ଷ ଲକ୍ଷ ଡଲାର ରୋଜଗାର କରିଛ, ଶ୍ରୀ ରକଫେଲର୍ କିମ୍ବା ଫୋର୍ଡ, ଆପଣ ଏହାକୁ ନେଇପାରିବେ। ନା। ରକଫେଲର୍ କେନ୍ଦ୍ର ସେଠାରେ ରହିବ, ଯେଉଁଠାରେ ଅଛି। ଆପଣଙ୍କୁ ଖାଲି ହାତରେ ଯିବାକୁ ପଡିବ। "|Vanisource:690521 - Lecture Initiation - New Vrindaban, USA|690521 - ପ୍ରବଚନ Initiation - New Vrindaban, USA}}

Latest revision as of 05:17, 29 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ବୈଦିକ ସାହିତ୍ୟ, ବେଦର ଅର୍ଥ, ଯେତେବେଳେ ଏହା ଅର୍ଥଦମ କୁହାଯାଏ," ଏହି ଜୀବନରେ ତୁମେ ପଦାର୍ଥ ହାସଲ କରିପାରିବ", ସେହି ପଦାର୍ଥର ଅର୍ଥ ହେଉଛି କୃଷ୍ଣ ଭାବାନାମୃତ । ଅନ୍ୟଥା, ଏହାକୁ ପଦାର୍ଥ ଗ୍ରହଣ କରିବା ଅର୍ଥ କରୋଡ଼ପତି ବା ଲକ୍ଷ ଲକ୍ଷ ଡଲାର, ତାହା ମଧ୍ୟ ଅର୍ଥ, କିନ୍ତୁ ଅନିତ୍ୟଂ । ତାହା ହେଉଛି ଅନିତ୍ୟମ୍। ସେହି ପଦାର୍ଥ ତୁମ ନେଇଯାଇ ପାରିବ ନାହିଁ । ତୁମେ ତୁମ ମାତାର ଗର୍ଭରୁ ଖାଲି ହାତରେ ଆସିଛ, ଏବଂ ଯେତେବେଳେ ତୁମେ ଏହି ସ୍ଥାନ ଛାଡିବ, ତୁମେ ମଧ୍ୟ ଖାଲି ହାତରେ ଯିବ । ତାହା ନୁହେଁ କାରଣ ତୁମେ ଲକ୍ଷ ଲକ୍ଷ ଡଲାର ରୋଜଗାର କରିଛ, ଶ୍ରୀ ରକଫେଲର୍ କିମ୍ବା ଫୋର୍ଡ, ଆପଣ ଏହାକୁ ନେଇପାରିବେ। ନା। ରକଫେଲର୍ କେନ୍ଦ୍ର ସେଠାରେ ରହିବ, ଯେଉଁଠାରେ ଅଛି। ଆପଣଙ୍କୁ ଖାଲି ହାତରେ ଯିବାକୁ ପଡିବ। "
690521 - ପ୍ରବଚନ Initiation - New Vrindaban, USA