OR/690604 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - New Vrindaban‎]]
[[Category:OR/ଅମୃତ ବାଣୀ - New Vrindaban‎]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690525 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690525|OR/690604b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690604b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690604IN-NEW_VRINDAVAN_ND_01.mp3</mp3player>|"ଏହା ଅତ୍ୟନ୍ତ ସନ୍ଦେହଜନକ ଯେ ଏହି ଶରୀର ମୋର ଅଟେ, କାରଣ ମୁଁ ଏହି ଶରୀରକୁ ମୋ ପିତା ଏବଂ ମାତାଙ୍କଠାରୁ ପାଇଛି। ତେଣୁ ଏହା ମୋ ବାପା ଏବଂ ମାଙ୍କର ହୋଇପାରେ। କିମ୍ବା ଯଦି ମୁଁ କ୍ରିତଦାସ, ତେବେ ଏହା ମୋର ମାଲିକଙ୍କର ହୋଇପାରେ। କିମ୍ବା ଯଦିଓ ମୁଁ କ୍ରିତଦାସ ନୁହେଁ, କାରଣ ମୁଁ କୌଣସି ରାଜ୍ୟର, ଏହି ଶରୀର ରାଜ୍ୟର ଅଟେ । ତୁରନ୍ତ ଯଦି ରାଜ୍ୟ ଡାକନ୍ତି, "ଆସ । ଭିଏତନାମରେ ତୁମେ ନିଜ ଶରୀରକୁ ବଳିଦାନ ଦିଅ ", ଓଃ, ତୁମକୁ ତାହା କରିବାକୁ ପଡିବ । ତେଣୁ ଏହି ଉପାୟରେ, ଯଦି ତୁମେ ବିଶ୍ଳେଷଣାତ୍ମକ ଭାବରେ ଅଧ୍ୟୟନ କର, ତୁମେ ଦେଖିବ ଶରୀରଟି ତୁମର ନୁହେଁ । ତେବେ ତୁମେ ସନ୍ତୁଷ୍ଟ ହେବା ପାଇଁ ଏତେ କଷ୍ଟଦାୟକ କାହିଁକି? କେବଳ ବୁଝିବାକୁ ଚେଷ୍ଟା କର । ମୁଁ ତୁମର ଶରୀରର ଇନ୍ଦ୍ରିୟଗୁଡିକୁ ସନ୍ତୁଷ୍ଟ କରିବାକୁ ଆଗ୍ରହୀ ନୁହେଁ; ମୁଁ ମୋ ଶରୀରର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଆଗ୍ରହୀ । କିନ୍ତୁ ଯଦି ଏହି ଶରୀର ମୋର ନୁହେଁ, ତେବେ ଆମେ କାହିଁକି ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାରେ ଏତେ ବିଶେଷଜ୍ଞ ହେବା ଉଚିତ୍?"|Vanisource:690604 - Lecture Initiation and Wedding - New Vrindaban, USA|690604 - ପ୍ରବଚନ Initiation and Wedding - New Vrindaban, USA}}

Latest revision as of 05:17, 29 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ଅତ୍ୟନ୍ତ ସନ୍ଦେହଜନକ ଯେ ଏହି ଶରୀର ମୋର ଅଟେ, କାରଣ ମୁଁ ଏହି ଶରୀରକୁ ମୋ ପିତା ଏବଂ ମାତାଙ୍କଠାରୁ ପାଇଛି। ତେଣୁ ଏହା ମୋ ବାପା ଏବଂ ମାଙ୍କର ହୋଇପାରେ। କିମ୍ବା ଯଦି ମୁଁ କ୍ରିତଦାସ, ତେବେ ଏହା ମୋର ମାଲିକଙ୍କର ହୋଇପାରେ। କିମ୍ବା ଯଦିଓ ମୁଁ କ୍ରିତଦାସ ନୁହେଁ, କାରଣ ମୁଁ କୌଣସି ରାଜ୍ୟର, ଏହି ଶରୀର ରାଜ୍ୟର ଅଟେ । ତୁରନ୍ତ ଯଦି ରାଜ୍ୟ ଡାକନ୍ତି, "ଆସ । ଭିଏତନାମରେ ତୁମେ ନିଜ ଶରୀରକୁ ବଳିଦାନ ଦିଅ ", ଓଃ, ତୁମକୁ ତାହା କରିବାକୁ ପଡିବ । ତେଣୁ ଏହି ଉପାୟରେ, ଯଦି ତୁମେ ବିଶ୍ଳେଷଣାତ୍ମକ ଭାବରେ ଅଧ୍ୟୟନ କର, ତୁମେ ଦେଖିବ ଶରୀରଟି ତୁମର ନୁହେଁ । ତେବେ ତୁମେ ସନ୍ତୁଷ୍ଟ ହେବା ପାଇଁ ଏତେ କଷ୍ଟଦାୟକ କାହିଁକି? କେବଳ ବୁଝିବାକୁ ଚେଷ୍ଟା କର । ମୁଁ ତୁମର ଶରୀରର ଇନ୍ଦ୍ରିୟଗୁଡିକୁ ସନ୍ତୁଷ୍ଟ କରିବାକୁ ଆଗ୍ରହୀ ନୁହେଁ; ମୁଁ ମୋ ଶରୀରର ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାକୁ ଆଗ୍ରହୀ । କିନ୍ତୁ ଯଦି ଏହି ଶରୀର ମୋର ନୁହେଁ, ତେବେ ଆମେ କାହିଁକି ଇନ୍ଦ୍ରିୟଗୁଡ଼ିକୁ ସନ୍ତୁଷ୍ଟ କରିବାରେ ଏତେ ବିଶେଷଜ୍ଞ ହେବା ଉଚିତ୍?"
690604 - ପ୍ରବଚନ Initiation and Wedding - New Vrindaban, USA