OR/690604b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:18, 29 April 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯଦି ତୁମେ ହରେ କୃଷ୍ଣ ଜପ କର, ତୁମେ ତାଙ୍କୁ ମନେ ରଖିବାକୁ ବାଧ୍ୟ ହେବ। ଯେତେ ଶୀଘ୍ର 'କୃଷ୍ଣ' ଶବ୍ଦ ସେଠାରେ ଅଛି, ଏବଂ ତୁମେ ଯେତେ ଅଧିକ ଅଭ୍ୟାସ କରିବ, ତା’ହେଲେ ଆମେ କେବଳ କୃଷ୍ଣ, କୃଷ୍ଣ, କୃଷ୍ଣ ଦେଖିବା । ଆଉ କିଛି ନାହିଁ । ତୁମେ କିଛି ଦେଖିବ ନାହିଁ । ସର୍ବତ୍ର ସ୍ଫୁରତି ତାର ଇଷ୍ଟ-ଦେବ ମୂର୍ତି ( ଚ.ଚ. ମଧ୍ୟ ୮.୨୭୪) ତୁମେ ଆଗକୁ ବଢିବାପରେ, ତୁମେ ଏକ ଗଛ ଦେଖିବ, କିନ୍ତୁ ତୁମେ ଦେଖିବେ କୃଷ୍ଣ; ତୁମେ ଗଛର ରୂପ ଦେଖିବ ନାହିଁ । "
690604 - ପ୍ରବଚନ Initiation and Wedding - New Vrindaban, USA