OR/690607 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ନିୟୁ ବୃନ୍ଦାବନ]]

<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690606b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690606b|OR/690609 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690609}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690607CC-NEW_VRINDABAN_ND_01.mp3</mp3player>|"ଯଦି ଆପଣ ଏଠାକୁ ଆସନ୍ତି, ଯଦି ଆପଣ ଶୁଣନ୍ତି ଏବଂ ଜପ କରନ୍ତି, ତେବେ ଧୀରେ ଧୀରେ... କୃଷ୍ଣ ଆପଣଙ୍କ ଭିତରେ ପାଇବେ । ସେ ଆପଣଙ୍କ ହୃଦୟରେ ବନ୍ଧୁ ଭାବରେ ବସିଛନ୍ତି, ଶତ୍ରୁ ଭାବରେ ନୁହଁନ୍ତି। କୃଷ୍ଣ ସର୍ବଦା ଆପଣଙ୍କର ବନ୍ଧୁ ଅଟନ୍ତି। ସୁହୃଦଂ ସର୍ବଭୂତାନାଂ  ([[Vanisource:BG 5.29 (1972) | ଭ.ଗୀ. ୫.୨୯]]) ଆପଣ କଥାବାର୍ତ୍ତା କରିବାକୁ, ଥଟ୍ଟା କରିବାକୁ, ପ୍ରେମ କରିବାକୁ ସାଙ୍ଗମାନଙ୍କୁ ଖୋଜୁଛନ୍ତି । କୃଷ୍ଣ ସେହି ଉଦ୍ଦେଶ୍ୟରେ ସେଠାରେ ବସିଛନ୍ତି । ଯଦି ଆପଣ କୃଷ୍ଣଙ୍କୁ ଭଲ ପାଆନ୍ତି, ଯଦି ଆପଣ କୃଷ୍ଣଙ୍କ ସହିତ ବନ୍ଧୁତା କରନ୍ତି, ଯଦି ତୁମେ କୃଷ୍ଣଙ୍କୁ ଭଲ ପାଅ, ତେବେ ତୁମର ଜୀବନ ସଫଳ ହେବ । ତୁମେ ଅନ୍ୟ କୌଣସି ସାଙ୍ଗକୁ ଖୋଜିବାକୁ ପଡ଼ିବ ନାହିଁ । ସାଙ୍ଗଟି ପୂର୍ବରୁ ଅଛି । ତୁମେ ପୁଅ କିମ୍ବା ଝିଅ, ତୁମେ ନିଜ ଭିତରେ ଏକ ଭଲ ବନ୍ଧୁ ପାଇବ । ତାହା ହେଉଛି ଯୋଗ ପ୍ରଣାଳୀ, ଯେତେବେଳେ ତୁମେ ଏହି ବନ୍ଧୁକୁ ହୃଦୟଙ୍ଗମ କରିବ । ତେଣୁ ଏହି ବନ୍ଧୁ ଏତେ ସୁନ୍ଦର, ତୁମେ ତାଙ୍କ ବିଷୟରେ ଶୁଣିବାକୁ ଟିକେ ଇଚ୍ଛୁକ ହେବା ମାତ୍ରେ, ଶୃଣୁବତାଂ ସ୍ଵ-କଥା - କୃଷ୍ଣଙ୍କ ବିଷୟରେ, ଅନ୍ୟ କୌଣସି ଅଜ୍ଞାନ କଥାବାର୍ତ୍ତା ନୁହେଁ, କେବଳ କୃଷ୍ଣଙ୍କ ବିଷୟରେ - ତେବେ କୃଷ୍ଣ ଖୁସି ହେବେ । ସେ ତୁମ ଭିତରେ ଅଛନ୍ତି। ଶୃଣୁବତାଂ ସ୍ଵ-କଥା କୃଷ୍ଣଃ ପୁଣ୍ୟ-ଶ୍ରବଣ-କୀର୍ତ୍ତନଃ, ହୃଦି ଅନ୍ତଃ ସ୍ଥଃ ([[Vanisource:SB 1.2.17|ଭା.୧.୨.୧୭]])। ହୃତ ଅର୍ଥ ହୃଦୟ । ଅନ୍ତଃ ସ୍ଥଃ ଅର୍ଥ ହେଉଛି 'ତୁମ ହୃଦୟରେ ଯିଏ ବସିଛି' ।|Vanisource:690607 - Lecture CC Adi 17.21 - New Vrindaban, USA|690607 - ପ୍ରବଚନ CC Adi 17.21 - New Vrindaban, USA}}

Latest revision as of 05:04, 1 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ଆପଣ ଏଠାକୁ ଆସନ୍ତି, ଯଦି ଆପଣ ଶୁଣନ୍ତି ଏବଂ ଜପ କରନ୍ତି, ତେବେ ଧୀରେ ଧୀରେ... କୃଷ୍ଣ ଆପଣଙ୍କ ଭିତରେ ପାଇବେ । ସେ ଆପଣଙ୍କ ହୃଦୟରେ ବନ୍ଧୁ ଭାବରେ ବସିଛନ୍ତି, ଶତ୍ରୁ ଭାବରେ ନୁହଁନ୍ତି। କୃଷ୍ଣ ସର୍ବଦା ଆପଣଙ୍କର ବନ୍ଧୁ ଅଟନ୍ତି। ସୁହୃଦଂ ସର୍ବଭୂତାନାଂ ( ଭ.ଗୀ. ୫.୨୯) ଆପଣ କଥାବାର୍ତ୍ତା କରିବାକୁ, ଥଟ୍ଟା କରିବାକୁ, ପ୍ରେମ କରିବାକୁ ସାଙ୍ଗମାନଙ୍କୁ ଖୋଜୁଛନ୍ତି । କୃଷ୍ଣ ସେହି ଉଦ୍ଦେଶ୍ୟରେ ସେଠାରେ ବସିଛନ୍ତି । ଯଦି ଆପଣ କୃଷ୍ଣଙ୍କୁ ଭଲ ପାଆନ୍ତି, ଯଦି ଆପଣ କୃଷ୍ଣଙ୍କ ସହିତ ବନ୍ଧୁତା କରନ୍ତି, ଯଦି ତୁମେ କୃଷ୍ଣଙ୍କୁ ଭଲ ପାଅ, ତେବେ ତୁମର ଜୀବନ ସଫଳ ହେବ । ତୁମେ ଅନ୍ୟ କୌଣସି ସାଙ୍ଗକୁ ଖୋଜିବାକୁ ପଡ଼ିବ ନାହିଁ । ସାଙ୍ଗଟି ପୂର୍ବରୁ ଅଛି । ତୁମେ ପୁଅ କିମ୍ବା ଝିଅ, ତୁମେ ନିଜ ଭିତରେ ଏକ ଭଲ ବନ୍ଧୁ ପାଇବ । ତାହା ହେଉଛି ଯୋଗ ପ୍ରଣାଳୀ, ଯେତେବେଳେ ତୁମେ ଏହି ବନ୍ଧୁକୁ ହୃଦୟଙ୍ଗମ କରିବ । ତେଣୁ ଏହି ବନ୍ଧୁ ଏତେ ସୁନ୍ଦର, ତୁମେ ତାଙ୍କ ବିଷୟରେ ଶୁଣିବାକୁ ଟିକେ ଇଚ୍ଛୁକ ହେବା ମାତ୍ରେ, ଶୃଣୁବତାଂ ସ୍ଵ-କଥା - କୃଷ୍ଣଙ୍କ ବିଷୟରେ, ଅନ୍ୟ କୌଣସି ଅଜ୍ଞାନ କଥାବାର୍ତ୍ତା ନୁହେଁ, କେବଳ କୃଷ୍ଣଙ୍କ ବିଷୟରେ - ତେବେ କୃଷ୍ଣ ଖୁସି ହେବେ । ସେ ତୁମ ଭିତରେ ଅଛନ୍ତି। ଶୃଣୁବତାଂ ସ୍ଵ-କଥା କୃଷ୍ଣଃ ପୁଣ୍ୟ-ଶ୍ରବଣ-କୀର୍ତ୍ତନଃ, ହୃଦି ଅନ୍ତଃ ସ୍ଥଃ (ଭା.୧.୨.୧୭)। ହୃତ ଅର୍ଥ ହୃଦୟ । ଅନ୍ତଃ ସ୍ଥଃ ଅର୍ଥ ହେଉଛି 'ତୁମ ହୃଦୟରେ ଯିଏ ବସିଛି' ।
690607 - ପ୍ରବଚନ CC Adi 17.21 - New Vrindaban, USA