OR/690616 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:05, 1 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଆତ୍ମା । ଆମେ କୌଣସି ଭୌତିକ ଅବସ୍ଥାରେ ରହିପାରିବା ନାହିଁ। ଠିକ୍ ଯେପରି ଆମର ସାଧାରଣ ଅବସ୍ଥା ସୁସ୍ଥ ଜୀବନ, ଜ୍ୱର ଅବସ୍ଥାରେ ନୁହେଁ। ଏହା ଅସ୍ୱାଭାବିକ ଜୀବନ। ଯଦି ଜ୍ୱରରେ ଆକ୍ରାନ୍ତ ହୁଅନ୍ତି, ତାହା ତାଙ୍କର ସାଧାରଣ ଜୀବନ ନୁହେଁ। ତାହା ଅସ୍ଥାୟୀ ଅଟେ। , ଅସ୍ୱାଭାବିକ ଜୀବନ। ପ୍ରକୃତ ଜୀବନ ହେଉଛି ସୁସ୍ଥ ଜୀବନ। ଆମକୁ ଭଲ ଭାବରେ ଖାଇବା ଉଚିତ୍ । ଆମେ ଭଲ ଭାବରେ ଶୋଇବା । ଆମେ ବହୁତ ସୁନ୍ଦର ଭାବରେ କାମ କରିବା । ଆମେ ..., ଆମର ମସ୍ତିଷ୍କ ବହୁତ ସୁନ୍ଦର ଭାବରେ କାମ କରିବା ଉଚିତ୍ । ଏଗୁଡ଼ିକ ସୁସ୍ଥ ଲକ୍ଷଣ । କିନ୍ତୁ ଯେତେବେଳେ ମୁଁ ଭଲ କାମ କରିପାରିବି ନାହିଁ, ମୁଁ ଭଲ ଭାବରେ ଶୋଇପାରୁ ନାହିଁ, ମୁଁ ଭଲ କାମ କରିପାରିବି ନାହିଁ, ମୁଁ ମୋର ମସ୍ତିଷ୍କକୁ ଅତି ସୁନ୍ଦର ଭାବରେ କାର୍ଯ୍ୟ କରିପାରିବି ନାହିଁ, ଏହାର ଅର୍ଥ ଅସ୍ୱାଭାବିକ ଅବସ୍ଥା । ତେଣୁ ସେହି ସମୟରେ ତାଙ୍କୁ ବିଶେଷଜ୍ଞ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଯିବା ଆବଶ୍ୟକ । ତେଣୁ ଏଠାରେ ବିଶେଷଜ୍ଞ ଡାକ୍ତର ନାରଦ ମୁନି ଏବଂ ସେ ତାଙ୍କ ଶିଷ୍ୟଙ୍କୁ ପରାମର୍ଶ ଦେଉଛନ୍ତି, ତାଙ୍କୁ ପାରଦର୍ଶୀ କରିବା ପାଇଁ । ଏହାକୁ ପରମ୍ପରା ସିଷ୍ଟମ୍ କୁହାଯାଏ ।"
690616 - ପ୍ରବଚନ SB 01.05.13 - New Vrindaban, USA