OR/690622b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:19, 5 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ବହୁତ ସୁନ୍ଦର ଅଟେ। ଆମେ ଲହୁଣୀକୁ ବାହାର କରୁ ଏବଂ ପର୍ବ ପାଳନ କରୁ ଏବଂ ସୁନ୍ଦର ଭାବରେ ବଞ୍ଚୁ ଏବଂ ନାଚୁ, ହେରେ କୃଷ୍ଣ। ଏହା ଅତ୍ୟନ୍ତ ସୁନ୍ଦର ଜୀବନ। ତେଣୁ କେବଳ ସହଯୋଗ କରନ୍ତୁ ଏବଂ ଉନ୍ନତି କରିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ନିଷ୍ଠାବାନ ହୁଅନ୍ତି ତେବେ ଉନ୍ନତି ହେବ। କୃଷ୍ଣ ସମସ୍ତ ସାହାଯ୍ୟ ପଠାଇବେ । ଆଉ କିଛି ଦିନ ଏହା ପ୍ରକୃତରେ ସେହି ବୃନ୍ଦାବନର ପ୍ରତିକୃତି ହେବ । "
690622 - ପ୍ରବଚନ - New Vrindaban, USA