OR/690905 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ହାମବର୍ଗ]]
[[Category:OR/ଅମୃତ ବାଣୀ - ହାମବର୍ଗ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690827 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690827|OR/690907 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690907}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690905LE-HAMBURG_ND_01.mp3</mp3player>|"ଆଧ୍ୟାତ୍ମିକ ଗୁରୁ ଏକ ନୂତନ ଉଦ୍ଭାବନ ନୁହେଁ। ଏହା କେବଳ ଆଧ୍ୟାତ୍ମିକ ଗୁରୁଙ୍କ ଆଦେଶ ପାଳନ କରୁଛି। ତେଣୁ ଏଠାରେ ଉପସ୍ଥିତ ଥିବା ମୋର ସମସ୍ତ ଛାତ୍ର ଯେଉଁମାନେ ନିଜକୁ ଅଧିକ ଉପକୃତ ଅନୁଭବ କରୁଛନ୍ତି ... ମୁଁ ମଧ୍ୟ ସେମାନଙ୍କ ପାଇଁ ଅନୁଗୃହୀତ୍ତ, କାରଣ ସେମାନେ ଏହି ମିଶନାରୀ କାର୍ଯ୍ୟରେ ମୋତେ ସାହାଯ୍ୟ କରୁଛନ୍ତି। ସେହି ସମୟରେ, ମୁଁ ସମସ୍ତଙ୍କୁ ଆଧ୍ୟାତ୍ମିକ ଗୁରୁ ହେବାକୁ ଅନୁରୋଧ କରିବି । ତୁମେ ପ୍ରତ୍ୟେକ ପରବର୍ତ୍ତୀ ସମୟରେ ଆଧ୍ୟାତ୍ମିକ ଗୁରୁ ହେବା ଉଚିତ୍ । ଏବଂ ସେହି କର୍ତ୍ତବ୍ୟ କ’ଣ? ତୁମେ ମୋଠାରୁ ଯାହା ଶୁଣୁଛ, ତୁମେ ମୋଠାରୁ ଯାହା ଶିଖୁଛ, ତୁମକୁ ତାହା ବଣ୍ଟନ କରିବାକୁ ପଡିବ, ତୋତୋ,  କୌଣସି ଯୋଗ କିମ୍ବା ପରିବର୍ତ୍ତନ ବିନା । ତା’ହେଲେ ତୁମେ ସମସ୍ତେ ଆଧ୍ୟାତ୍ମିକ ଗୁରୁ ହୁଅ । ତାହା ହେଉଛି ଆଧ୍ୟାତ୍ମିକ ଗୁରୁ ହେବାର ବିଜ୍ଞାନ । ଆଧ୍ୟାତ୍ମିକ ଗୁରୁ ଅତ୍ୟଧିକ ନୁହେଁ ... ଆଧ୍ୟାତ୍ମିକ ଗୁରୁ ହେବା ଅତ୍ୟନ୍ତ ଚମତ୍କାର ବିଷୟ ନୁହେଁ । କେବଳ ଜଣକୁ ସଚ୍ଚୋଟ ଆତ୍ମା ହେବାକୁ ହୁଏ । କେବଳ ସେତିକି । "|Vanisource:690905 - Lecture Festival Appearance Day, Sri Vyasa-puja - Hamburg|690905 - ପ୍ରବଚନ Festival Appearance Day, Sri Vyasa-puja - ହାମବର୍ଗ}}

Latest revision as of 05:20, 5 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆଧ୍ୟାତ୍ମିକ ଗୁରୁ ଏକ ନୂତନ ଉଦ୍ଭାବନ ନୁହେଁ। ଏହା କେବଳ ଆଧ୍ୟାତ୍ମିକ ଗୁରୁଙ୍କ ଆଦେଶ ପାଳନ କରୁଛି। ତେଣୁ ଏଠାରେ ଉପସ୍ଥିତ ଥିବା ମୋର ସମସ୍ତ ଛାତ୍ର ଯେଉଁମାନେ ନିଜକୁ ଅଧିକ ଉପକୃତ ଅନୁଭବ କରୁଛନ୍ତି ... ମୁଁ ମଧ୍ୟ ସେମାନଙ୍କ ପାଇଁ ଅନୁଗୃହୀତ୍ତ, କାରଣ ସେମାନେ ଏହି ମିଶନାରୀ କାର୍ଯ୍ୟରେ ମୋତେ ସାହାଯ୍ୟ କରୁଛନ୍ତି। ସେହି ସମୟରେ, ମୁଁ ସମସ୍ତଙ୍କୁ ଆଧ୍ୟାତ୍ମିକ ଗୁରୁ ହେବାକୁ ଅନୁରୋଧ କରିବି । ତୁମେ ପ୍ରତ୍ୟେକ ପରବର୍ତ୍ତୀ ସମୟରେ ଆଧ୍ୟାତ୍ମିକ ଗୁରୁ ହେବା ଉଚିତ୍ । ଏବଂ ସେହି କର୍ତ୍ତବ୍ୟ କ’ଣ? ତୁମେ ମୋଠାରୁ ଯାହା ଶୁଣୁଛ, ତୁମେ ମୋଠାରୁ ଯାହା ଶିଖୁଛ, ତୁମକୁ ତାହା ବଣ୍ଟନ କରିବାକୁ ପଡିବ, ତୋତୋ, କୌଣସି ଯୋଗ କିମ୍ବା ପରିବର୍ତ୍ତନ ବିନା । ତା’ହେଲେ ତୁମେ ସମସ୍ତେ ଆଧ୍ୟାତ୍ମିକ ଗୁରୁ ହୁଅ । ତାହା ହେଉଛି ଆଧ୍ୟାତ୍ମିକ ଗୁରୁ ହେବାର ବିଜ୍ଞାନ । ଆଧ୍ୟାତ୍ମିକ ଗୁରୁ ଅତ୍ୟଧିକ ନୁହେଁ ... ଆଧ୍ୟାତ୍ମିକ ଗୁରୁ ହେବା ଅତ୍ୟନ୍ତ ଚମତ୍କାର ବିଷୟ ନୁହେଁ । କେବଳ ଜଣକୁ ସଚ୍ଚୋଟ ଆତ୍ମା ହେବାକୁ ହୁଏ । କେବଳ ସେତିକି । "
690905 - ପ୍ରବଚନ Festival Appearance Day, Sri Vyasa-puja - ହାମବର୍ଗ