OR/690908b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - Hamburg‎]]
[[Category:OR/ଅମୃତ ବାଣୀ - Hamburg‎]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690908 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690908|OR/690908c ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ହାମବର୍ଗ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690908c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690908R1-HAMBURG_ND_02.mp3</mp3player>|"ମାୟା ଅଛି । ତେଣୁ କୃଷ୍ଣ କୁହନ୍ତି, 'ମାୟା ବହୁତ ଶକ୍ତିଶାଳୀ' । କିନ୍ତୁ ଯଦି ତୁମେ କୃଷ୍ଣଙ୍କୁ ଅତି..., ଅଧିକ ଦୃଢ ଭାବରେ, ତେବେ ମାୟା କିଛି କରିପାରିବ ନାହିଁ । ଯଦି ତୁମର ଜପକୁ କିଛି ବିରୋଧ କରୁଛି, ତେବେ ତୁମକୁ ଅଧିକ ଜୋରରେ ଜପ କରିବାକୁ ପଡିବ: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ  ରାମ ରାମ ହରେ ହରେ । ତେବେ ତୁମେ ମାୟାକୁ ପରାସ୍ତ କର । ଔଷଧ ସମାନ ଅଟେ । ଅନ୍ତତଃ ପକ୍ଷେ, ମୁଁ ତାହା କରେ । ଯେତେବେଳେ ମୁଁ କିଛି ବିପଦରେ ପଡ଼େ, ମୁଁ ହରେ କୃଷ୍ଣ ଉଚ୍ଚ ସ୍ୱରରେ ଜପ କରେ: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / (ହସ) ହରେ ରାମ ହରେ ରାମ  ରାମ ରାମ ହରେ ହରେ । ଖାଲି ଏତିକି। ଭକ୍ତିବିନୋଦ ଠାକୁର... ଗୀତ ଅଛି: ଯାୟ ସକଳ ବିପୋଦ ଗୟ ଭକ୍ତିବିନୋଦ ବୋଲେ ଯଖୋନ ଓ-ନାମ ଗାଇ (ଗୀତାବଳି ରୁ) । ସେ କୁହନ୍ତି, "ମୁଁ ଏହି ହରେ କୃଷ୍ଣଙ୍କୁ ଜପ କରିବା ମାତ୍ରେ ମୁଁ ତୁରନ୍ତ ସମସ୍ତ ବିପଦରୁ ମୁକ୍ତ ହୋଇଯାଏ"। "|Vanisource:690908 - Conversation - Hamburg|690908 - ବାର୍ତ୍ତାଳାପ - ହାମବର୍ଗ}}

Latest revision as of 05:21, 5 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମାୟା ଅଛି । ତେଣୁ କୃଷ୍ଣ କୁହନ୍ତି, 'ମାୟା ବହୁତ ଶକ୍ତିଶାଳୀ' । କିନ୍ତୁ ଯଦି ତୁମେ କୃଷ୍ଣଙ୍କୁ ଅତି..., ଅଧିକ ଦୃଢ ଭାବରେ, ତେବେ ମାୟା କିଛି କରିପାରିବ ନାହିଁ । ଯଦି ତୁମର ଜପକୁ କିଛି ବିରୋଧ କରୁଛି, ତେବେ ତୁମକୁ ଅଧିକ ଜୋରରେ ଜପ କରିବାକୁ ପଡିବ: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ । ତେବେ ତୁମେ ମାୟାକୁ ପରାସ୍ତ କର । ଔଷଧ ସମାନ ଅଟେ । ଅନ୍ତତଃ ପକ୍ଷେ, ମୁଁ ତାହା କରେ । ଯେତେବେଳେ ମୁଁ କିଛି ବିପଦରେ ପଡ଼େ, ମୁଁ ହରେ କୃଷ୍ଣ ଉଚ୍ଚ ସ୍ୱରରେ ଜପ କରେ: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / (ହସ) ହରେ ରାମ ହରେ ରାମ ରାମ ରାମ ହରେ ହରେ । ଖାଲି ଏତିକି। ଭକ୍ତିବିନୋଦ ଠାକୁର... ଗୀତ ଅଛି: ଯାୟ ସକଳ ବିପୋଦ ଗୟ ଭକ୍ତିବିନୋଦ ବୋଲେ ଯଖୋନ ଓ-ନାମ ଗାଇ (ଗୀତାବଳି ରୁ) । ସେ କୁହନ୍ତି, "ମୁଁ ଏହି ହରେ କୃଷ୍ଣଙ୍କୁ ଜପ କରିବା ମାତ୍ରେ ମୁଁ ତୁରନ୍ତ ସମସ୍ତ ବିପଦରୁ ମୁକ୍ତ ହୋଇଯାଏ"। "
690908 - ବାର୍ତ୍ତାଳାପ - ହାମବର୍ଗ