OR/690913 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟାଇଟେନହ୍ରଷ୍ଟ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - Tittenhurst‎]]
[[Category:OR/ଅମୃତ ବାଣୀ - Tittenhurst‎]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690912 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟାଇଟେନହ୍ରଷ୍ଟ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690912|OR/690913b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟାଇଟେନହ୍ରଷ୍ଟ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690913b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690913SB-LONDON_ND_01.mp3</mp3player>|"କୃଷ୍ଣ ଭାବନାମୃତ ଅର୍ଥ ଭଗବାନଙ୍କ କୃପା ଦ୍ୱାରା ଯାହା ପ୍ରାପ୍ତ ହୁଏ, ଆମେ ସନ୍ତୁଷ୍ଟ ହେବା ଉଚିତ୍। କେବଳ ସେତିକି । ତେଣୁ ଆମେ ଆମର ଛାତ୍ରମାନଙ୍କୁ ବିବାହ କରିବା ଉଚିତ ବୋଲି ନିର୍ଦ୍ଦେଶ ଦେଇଥାଉ। କାରଣ ଏହା ଏକ ସମସ୍ୟା। ଯୌନ ଜୀବନ ଏକ ସମସ୍ୟା। ତେଣୁ ପ୍ରତ୍ୟେକ ସମାଜରେ ଏହି ବିବାହ, ହିନ୍ଦୁ ସମାଜ କିମ୍ବା ଖ୍ରୀଷ୍ଟିଆନ ସମାଜ କିମ୍ବା ମହମ୍ମଦ, ବିବାହ ଧାର୍ମିକ ରୀତିନୀତି ଅନୁଯାୟୀ କରାଯାଇଥାଏ । ଏହାର ଅର୍ଥ ଜଣେ ସନ୍ତୁଷ୍ଟ ହେବା ଉଚିତ: 'ଓଃ, ଭଗବାନ ମୋତେ ଏହି ବ୍ୟକ୍ତିଙ୍କୁ ମୋର ସ୍ୱାମୀ ଭାବରେ ପଠାଇଛନ୍ତି' ଏବଂ ସେହି ବ୍ୟକ୍ତି ଭାବିବା ଉଚିତ ଯେ 'ଭଗବାନ ମୋତେ ନାରୀ, ଏହି ସୁନ୍ଦରୀ ନାରୀ, ମୋ ସ୍ତ୍ରୀ ଭାବରେ ପଠାଇଛନ୍ତି । ଚାଲନ୍ତୁ ଶାନ୍ତିରେ ବଞ୍ଚିବା ' । କିନ୍ତୁ ଯଦି ମୁଁ ଚାହେଁ, 'ଓହ, ଏହି ସ୍ତ୍ରୀ ଭଲ ନୁହେଁ। ସେହି ଝିଅଟି ଭଲ', 'ଏହି ପୁରୁଷ ଭଲ ନୁହେଁ। ସେ ପୁରୁଷ ଭଲ', ତେବେ ସମଗ୍ର ଜିନିଷ ନଷ୍ଟ ହୋଇଯାଇଛି।"|Vanisource:690913 - Lecture SB 05.05.01-2 - Tittenhurst|690913 - ପ୍ରବଚନ SB 05.05.01-2 - ଟାଇଟେନହ୍ରଷ୍ଟ}}

Latest revision as of 05:03, 13 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଭାବନାମୃତ ଅର୍ଥ ଭଗବାନଙ୍କ କୃପା ଦ୍ୱାରା ଯାହା ପ୍ରାପ୍ତ ହୁଏ, ଆମେ ସନ୍ତୁଷ୍ଟ ହେବା ଉଚିତ୍। କେବଳ ସେତିକି । ତେଣୁ ଆମେ ଆମର ଛାତ୍ରମାନଙ୍କୁ ବିବାହ କରିବା ଉଚିତ ବୋଲି ନିର୍ଦ୍ଦେଶ ଦେଇଥାଉ। କାରଣ ଏହା ଏକ ସମସ୍ୟା। ଯୌନ ଜୀବନ ଏକ ସମସ୍ୟା। ତେଣୁ ପ୍ରତ୍ୟେକ ସମାଜରେ ଏହି ବିବାହ, ହିନ୍ଦୁ ସମାଜ କିମ୍ବା ଖ୍ରୀଷ୍ଟିଆନ ସମାଜ କିମ୍ବା ମହମ୍ମଦ, ବିବାହ ଧାର୍ମିକ ରୀତିନୀତି ଅନୁଯାୟୀ କରାଯାଇଥାଏ । ଏହାର ଅର୍ଥ ଜଣେ ସନ୍ତୁଷ୍ଟ ହେବା ଉଚିତ: 'ଓଃ, ଭଗବାନ ମୋତେ ଏହି ବ୍ୟକ୍ତିଙ୍କୁ ମୋର ସ୍ୱାମୀ ଭାବରେ ପଠାଇଛନ୍ତି' ଏବଂ ସେହି ବ୍ୟକ୍ତି ଭାବିବା ଉଚିତ ଯେ 'ଭଗବାନ ମୋତେ ନାରୀ, ଏହି ସୁନ୍ଦରୀ ନାରୀ, ମୋ ସ୍ତ୍ରୀ ଭାବରେ ପଠାଇଛନ୍ତି । ଚାଲନ୍ତୁ ଶାନ୍ତିରେ ବଞ୍ଚିବା ' । କିନ୍ତୁ ଯଦି ମୁଁ ଚାହେଁ, 'ଓହ, ଏହି ସ୍ତ୍ରୀ ଭଲ ନୁହେଁ। ସେହି ଝିଅଟି ଭଲ', 'ଏହି ପୁରୁଷ ଭଲ ନୁହେଁ। ସେ ପୁରୁଷ ଭଲ', ତେବେ ସମଗ୍ର ଜିନିଷ ନଷ୍ଟ ହୋଇଯାଇଛି।"
690913 - ପ୍ରବଚନ SB 05.05.01-2 - ଟାଇଟେନହ୍ରଷ୍ଟ