OR/690915b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:02, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମେ ଜପ କରି ଏହାକୁ ମୁକ୍ତ ଭାବରେ ବିତରଣ କରୁଛୁ। ତୁମେ ଆମ ସହିତ ଯୋଗ ଦିଅ, ତୁମେ ଆମକୁ ବୁଝିବାକୁ ଚେଷ୍ଟା କର, ଆମର ଦର୍ଶନ କ'ଣ। ଆମର ମାସିକ ପତ୍ରିକା, ବେକ ଟୁ ଗୋଡହେଡ ଅଛି । ଆମର ଅନେକ ପ୍ରକାଶନ ଅଛି: ଭଗବଦ୍-ଗୀତା ମୌଳିକ ରୂପରେ, ପ୍ରଭୁ ଚୈତନ୍ୟଙ୍କ ଶିକ୍ଷା । ଯଦି ଆପଣ ଦର୍ଶନ, ବିଜ୍ଞାନ, ଯୁକ୍ତି ମାଧ୍ୟମରେ ଏହି ଆନ୍ଦୋଳନକୁ ବୁଝିବାକୁ ଚାହାଁନ୍ତି, ତେବେ ଆମେ ପ୍ରସ୍ତୁତ ଅଛୁ। ଆପଣଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । କିନ୍ତୁ ଯଦି ଆପଣ କେବଳ ଜପ କରନ୍ତି, ଶିକ୍ଷାର କୌଣସି ଆବଶ୍ୟକତା ନାହିଁ, ଦାର୍ଶନିକତାର କୌଣସି ଆବଶ୍ୟକତା ନାହିଁ । ଜପ କରନ୍ତୁ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ, ଏବଂ ତୁମେ ସବୁକିଛି ଲାଭ କର। "
690915 - ପ୍ରବଚନ at Conway Hall - ଲଣ୍ଡନ