OR/690924 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:03, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ବର୍ତ୍ତମାନ ଲୋକମାନେ ଏହି ବିଷୟକୁ ମଧ୍ୟ ବିଚାର କରିବାକୁ ଇଚ୍ଛା କରନ୍ତି ନାହିଁ ଯେ, "ଯଦି ମୁଁ ଅନନ୍ତ, ଯଦି ମୁଁ ମୋର ସ୍ଥାନ ବଦଳାଉଛି, ମୋର ପୋଷାକ, ମୋର ବୃତ୍ତି ପ୍ରତି ପଚାଶ ବର୍ଷ କିମ୍ବା ଦଶ ବର୍ଷ କିମ୍ବା ବାର ବର୍ଷରେ ପରିବର୍ତ୍ତନ କରୁଛି ପୋଷାକ ଅନୁଯାୟୀ...ବିଲେଇ ଏବଂ କୁକୁର, ସେମାନେ ଦଶ ବର୍ଷ ବଞ୍ଚନ୍ତି। ଗାଈ ମାନେ କୋଡ଼ିଏ ବର୍ଷ ବଞ୍ଚନ୍ତି, ଏବଂ ଧର ମନୁଷ୍ୟ ଶହେ ବର୍ଷ ବଞ୍ଚନ୍ତି । ଗଛ ହଜାରେ ବର୍ଷ ବଞ୍ଚେ । କିନ୍ତୁ ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ପଡିବ । ବାସାଂସି ଜୀର୍ଣାନି ଯଥା ବିହାୟ ( ଭ.ଗୀ. ୨-୨୨) । ଯେପରି ଆମକୁ ଆମର ପୁରୁଣା ପୋଷାକ ବଦଳାଇବାକୁ ହୁଏ, ସେହିଭଳି ଏହି ଶରୀରକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡେ । ଏବଂ ଆମେ ପରିବର୍ତ୍ତନ କରୁଛୁ । ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ କରୁଛୁ । ତାହା ଏକ ସତ୍ୟ। "
690924 - ବାର୍ତ୍ତାଳାପ - ଲଣ୍ଡନ