OR/690926b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
[[Category:OR/ଅମୃତ ବାଣୀ - ଲଣ୍ଡନ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690926 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690926|OR/691001 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟାଇଟେନହ୍ରଷ୍ଟ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|691001}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690926LE-LONDON_ND_02.mp3</mp3player>|"ତେଣୁ ସେମାନେ ..., ଆମର ବୈଜ୍ଞାନିକମାନେ କେବଳ ତଥାକଥିତ ନିର୍ବୋଧ ଅଟନ୍ତି। ସେମାନେ କୁହନ୍ତି, 'ନା, ଚନ୍ଦ୍ର ଗ୍ରହ କିମ୍ବା ସୂର୍ଯ୍ୟ ଗ୍ରହରେ ଜୀବଜଗତର କୌଣସି ଅସ୍ତିତ୍ୱ ରହିପାରିବ ନାହିଁ' । ସେମାନେ ଏହିପରି କୁହନ୍ତି। କିନ୍ତୁ ଆମର ବୈଦିକ ସାହିତ୍ୟ ସେପରି କୁହନ୍ତି ନାହିଁ। ଜୀବ... ଏହା କୁହାଯାଏ, ସର୍ଵ-ଗଃ । ସେମାନେ ଯେକୌଣସି ସ୍ଥାନକୁ ଯାଇପାରନ୍ତି, ଏବଂ ସେମାନେ ଯେକୌଣସି ସ୍ଥାନରେ ରହିପାରିବେ । ସର୍ଵ-ଗଃ । ସର୍ଵ ଅର୍ଥ ସମସ୍ତ; ଗଃ ଅର୍ଥ ହେଉଛି ଯିବା । ଲଣ୍ଡନ ସହରରେ ଯେପରି, ତୁମେ ଏଠାରେ ବସିଛ, ତୁମେ ଅନ୍ୟ କୌଣସି ଅଂଶକୁ ଯାଇପାରିବ, ସମାନ ଭାବରେ, ତୁମେ ବ୍ରହ୍ମାଣ୍ଡର ଅନ୍ୟ କୌଣସି ଅଂଶ କିମ୍ବା ଭଗବାନଙ୍କ ସୃଷ୍ଟିର ଅନ୍ୟ ଅଂଶକୁ ଯାଇ ପାରିବ । ସେଠାରେ ଭୌତିକ ଜଗତ, ଆଧ୍ୟାତ୍ମିକ ଜଗତ ଅଛି । ତୁମେ ସବୁଆଡେ ଯାଇପାରିବ । କିନ୍ତୁ ତୁମେ ସେଠାକୁ ଯିବାକୁ ସକ୍ଷମ ହେବା ଜରୁରୀ। "|Vanisource:690926 - Lecture - London|690926 - ପ୍ରବଚନ - ଲଣ୍ଡନ}}

Latest revision as of 05:04, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସେମାନେ ..., ଆମର ବୈଜ୍ଞାନିକମାନେ କେବଳ ତଥାକଥିତ ନିର୍ବୋଧ ଅଟନ୍ତି। ସେମାନେ କୁହନ୍ତି, 'ନା, ଚନ୍ଦ୍ର ଗ୍ରହ କିମ୍ବା ସୂର୍ଯ୍ୟ ଗ୍ରହରେ ଜୀବଜଗତର କୌଣସି ଅସ୍ତିତ୍ୱ ରହିପାରିବ ନାହିଁ' । ସେମାନେ ଏହିପରି କୁହନ୍ତି। କିନ୍ତୁ ଆମର ବୈଦିକ ସାହିତ୍ୟ ସେପରି କୁହନ୍ତି ନାହିଁ। ଜୀବ... ଏହା କୁହାଯାଏ, ସର୍ଵ-ଗଃ । ସେମାନେ ଯେକୌଣସି ସ୍ଥାନକୁ ଯାଇପାରନ୍ତି, ଏବଂ ସେମାନେ ଯେକୌଣସି ସ୍ଥାନରେ ରହିପାରିବେ । ସର୍ଵ-ଗଃ । ସର୍ଵ ଅର୍ଥ ସମସ୍ତ; ଗଃ ଅର୍ଥ ହେଉଛି ଯିବା । ଲଣ୍ଡନ ସହରରେ ଯେପରି, ତୁମେ ଏଠାରେ ବସିଛ, ତୁମେ ଅନ୍ୟ କୌଣସି ଅଂଶକୁ ଯାଇପାରିବ, ସମାନ ଭାବରେ, ତୁମେ ବ୍ରହ୍ମାଣ୍ଡର ଅନ୍ୟ କୌଣସି ଅଂଶ କିମ୍ବା ଭଗବାନଙ୍କ ସୃଷ୍ଟିର ଅନ୍ୟ ଅଂଶକୁ ଯାଇ ପାରିବ । ସେଠାରେ ଭୌତିକ ଜଗତ, ଆଧ୍ୟାତ୍ମିକ ଜଗତ ଅଛି । ତୁମେ ସବୁଆଡେ ଯାଇପାରିବ । କିନ୍ତୁ ତୁମେ ସେଠାକୁ ଯିବାକୁ ସକ୍ଷମ ହେବା ଜରୁରୀ। "
690926 - ପ୍ରବଚନ - ଲଣ୍ଡନ