OR/691222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:06, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୁଁ ଅତ୍ୟଧିକ ଆନନ୍ଦିତ ଯେ ତୁମେ କେବଳ ମୋର ସନ୍ତୁଷ୍ଟତା ପାଇଁ କାର୍ଯ୍ୟ କରୁଛ। ଏବଂ ଏହି ନୀତିରେ ରୁହ ଏବଂ କୃଷ୍ଣ ତୁମକୁ ଆଶୀର୍ବାଦ କରିବେ, ନିଶ୍ଚିତ। ଆମର କାର୍ଯ୍ୟ ଧାରା କଷ୍ଟସାଧ୍ୟ ନୁହେଁ: ନିୟମିତ ଭାବରେ ଷୋହଳ ମାଳା ଜପ କରିବା, ଚାରୋଟି ପ୍ରତିବନ୍ଧକ ନୀତି ଅନୁସରଣ କରି ପ୍ରସାଦମ୍ ନିଅ, ବହି ପଢ଼ - ଆମ ପାଖରେ ଏତେଗୁଡ଼ିଏ ପୁସ୍ତକ ଅଛି - କଥା ହୁଅ, ନିଜ ମଧ୍ୟରେ ସେ ବିଷୟରେ ଆଲୋଚନା କର, ଏବଂ ଏହା ହେଉଛି ପ୍ରକ୍ରିୟା । "
691222 - ପ୍ରବଚନ SB 02.01.01-5 - ବୋଷ୍ଟୋନ୍