OR/700505b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

 
(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/700505 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700505|OR/700505c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700505c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700505IP-LOS_ANGELES_ND_02.mp3</mp3player>|"କୃଷ୍ଣ ଭଗବଦ୍-ଗୀତାରେ ମଧ୍ୟ ବ୍ୟାଖ୍ୟା କରିଛନ୍ତି ...:
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700505IP-LOS_ANGELES_ND_02.mp3</mp3player>|"କୃଷ୍ଣ ଭଗବଦ୍-ଗୀତାରେ ମଧ୍ୟ ବ୍ୟାଖ୍ୟା କରିଛନ୍ତି ...:
: ୟତ୍କରୋଷି ୟତ୍ ଜ୍ଜୁହୋଷି   
: ୟତ୍କରୋଷି ୟତ୍ ଜ୍ଜୁହୋଷି   

Latest revision as of 05:15, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଭଗବଦ୍-ଗୀତାରେ ମଧ୍ୟ ବ୍ୟାଖ୍ୟା କରିଛନ୍ତି ...:
ୟତ୍କରୋଷି ୟତ୍ ଜ୍ଜୁହୋଷି
ୟଦଶ୍ନାସି ୟତ୍ ତପସ୍ୟସି
ତତ୍ ତ୍କୁରୁଷ୍ୱ ମଦର୍ପଣମ୍
(ଭ.ଗୀ. ୯.୨୭)

କୃଷ୍ଣଙ୍କର ... କର୍ମୀ, ସେମାନେ କାର୍ଯ୍ୟ କରୁଛନ୍ତି । କିନ୍ତୁ କୃଷ୍ଣ କୁହନ୍ତି, 'ଠିକ ଅଛି, ତୁମେ କର'। ୟତ୍କରୋଷି: 'ତୁମେ ଯାହା କରୁଛ, ତୁମେ କେବଳ ମୋ ପାଇଁ ତାହା କର, ଏବଂ ଫଳାଫଳ ମୋତେ ଦିଅ' । ତାହା ହେଉଛି କୃଷ୍ଣ ଭାବନାମୃତ । ଆପଣ କାମ କରିପାରିବେ । ତୁମର ବହୁତ ବଡ କାରଖାନା ହୋଇପାରେ, କାମ କରେ - କିନ୍ତୁ ଫଳାଫଳକୁ କୃଷ୍ଣଙ୍କୁ ଦିଅ । ତା’ପରେ ତୁମର, ସେହି କାରଖାନା ଚାଲିବା ମଧ୍ୟ ଏହି ମନ୍ଦିର ଚଳାଉଥିବା ପରି ଭଲ, କାରଣ ଶେଷରେ ଲାଭ କୃଷ୍ଣଙ୍କୁ ଯାଉଛି । ଆମେ କାହିଁକି ଆମର ଶକ୍ତି ବ୍ୟବହାର କରି ଏହି ମନ୍ଦିର ପାଇଁ କାର୍ଯ୍ୟ କରୁଛୁ? କୃଷ୍ଣଙ୍କ ପାଇଁ । ତେଣୁ ଯେକୌଣସି କାର୍ଯ୍ୟକଳାପର କ୍ଷେତ୍ର, ଯଦି ଆପଣ ଏହାକୁ କୃଷ୍ଣଙ୍କ ପାଇଁ ବ୍ୟବହାର କରନ୍ତି, ତାହା ଆବଶ୍ୟକ । ସେହି ଉପାୟରେ ଆପଣ କରିପାରିବେ । ଜିଜୀବିଶେଚ ଚତଂ ସମାଃ ( ଇଶୋ ୨ ) । ଅନ୍ୟଥା, ତୁମେ ଜଡିତ ହେବ; ଆପଣ ଦାୟୀ ରହିବେ । କାରଣ ଯେତେବେଳେ ଆପଣ ଉଦ୍ଦେଶ୍ୟମୂଳକ କିମ୍ବା ଅଜାଣତରେ କାର୍ଯ୍ୟ କରନ୍ତି, ଆମେ ବହୁତ ଗୁଡ଼ିଏ ପାପପୂର୍ଣ୍ଣ କାର୍ଯ୍ୟ କରୁଛୁ ।"

700505 - ପ୍ରବଚନ ISO 03 - ଲସ ଆ଼ଞ୍ଜେଲ୍ସ