OR/700510 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:18, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଏହି ବ୍ରହ୍ମାଣ୍ଡ ଭିତରେ ଯାହା ଦେଖୁ, ଭୌତିକ ଜଗତ ଏବଂ ଆଧ୍ୟାତ୍ମିକ ଜଗତ ମଧ୍ୟରେ, ଆଧ୍ୟାତ୍ମିକ ଜଗତ ହେଉଛି କୃଷ୍ଣଙ୍କ ଅନ୍ତରଙ୍ଗା ଶକ୍ତିର ବିସ୍ତାର, ଏବଂ ଏହି ଭୌତିକ ଜଗତ ହେଉଛି କୃଷ୍ଣଙ୍କର ବହିରଙ୍ଗା ଶକ୍ତିର ବିସ୍ତାର, ଏବଂ ଆମେ ଜୀବଜଗତ, ଆମେ ତଟସ୍ଥ ଶକ୍ତିର ବିସ୍ତାର। ତେଣୁ ତିନୋଟି ଶକ୍ତି । ସେ ବହୁ-ଶକ୍ତି ପାଇଛନ୍ତି। ସମସ୍ତ ବହୁ-ଶକ୍ତିଗୁଡିକ ତିନୋଟି ନାମରେ ନାମିତ ହୋଇଛି ହୋଇଛି: ଅନ୍ତରଙ୍ଗା ଶକ୍ତି, ବହିରଙ୍ଗା ଶକ୍ତି, ତଟସ୍ଥ ଶକ୍ତି। ଅନ୍ତରଙ୍ଗା ଶକ୍ତି ଅର୍ଥାତ୍ ଆଭ୍ୟନ୍ତରୀଣ ଶକ୍ତି; ବହିରଙ୍ଗା ଶକ୍ତି ଅର୍ଥ ବାହ୍ୟ ଶକ୍ତି; ତଟସ୍ଥ ଶକ୍ତି ଅର୍ଥ ଏହି ଜୀବତ୍ମା । ଆମେ ମାନେ ଶକ୍ତି। ଆମେ ମାନେ ଉର୍ଜା ।"
700510 - ପ୍ରବଚନ ISO 07 - ଲସ ଆ଼ଞ୍ଜେଲ୍ସ