OR/700512b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:19, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ କୁହନ୍ତି, ୟଦ୍ ଗତ୍ୱା ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ( ଭ.ଗୀ. ୧୫.୬) । ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଲୟମଶାଶ୍ୱତମ୍, ନାପ୍ନୁବନ୍ତି ମହାତ୍ମାନଃ ( ଭ.ଗୀ. ୮.୧୫): 'ଯଦି କେହି, କୌଣସି ପ୍ରକାରରେ କୃଷ୍ଣ ଭାବନାମୃତ ବିକାଶ କରି ମୋ ପାଖକୁ ଆସନ୍ତି, ତେବେ ତାଙ୍କୁ ଆଉ ଫେରି ଯାଇ ଏକ ଭୌତିକ ଶରୀର ଗ୍ରହଣ କରିବାକୁ ପଡେ ନାହିଁ' । ସେ କୃଷ୍ଣଙ୍କ ପରି ସମାନ ଶରୀର ପାଆନ୍ତି, ସତ-ଚିତ-ଆନନ୍ଦ-ବିଗ୍ରହଃ (ବ୍ର.ସଂ. ୫.୧) ।
700512 - ପ୍ରବଚନ ISO 08 - ଲସ ଆ଼ଞ୍ଜେଲ୍ସ