OR/700513b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/700513 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700513|OR/700514 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700514}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700513IP-LOS_ANGELES_ND_02.mp3</mp3player>|"ତେଣୁ ଏହି ଇଶୋପନିଷଦ ଆମକୁ ଶିକ୍ଷା ଦିଏ ଯେ ଆମେ ଅତି ସତର୍କ ହେବା ଉଚିତ୍। ଆମେ ଅଧିକ ଉନ୍ନତ ହେବା ଉଚିତ୍ ନୁହେଁ ... ଆମେ ଉନ୍ନତ ହୋଇପାରିବା। ଏହାର କୌଣସି ଫରକ ପଡ଼ିବ ନାହିଁ। ଆମେ କହୁ ନାହୁଁ ଯେ ତୁମେ ଭୌତିକ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ ନାହିଁ। ବଢନ୍ତୁ, କିନ୍ତୁ, ସେହି ସମୟରେ, ତୁମେ କୃଷ୍ଣ ଭାବନାମୃତ ହୁଅ । ତାହା ହେଉଛି ଆମର ପ୍ରଚାର। ଆମେ କହୁନାହୁଁ ତୁମେ କରନାହଁ ..., ତୁମେ ମୋଟରକାର ଉତ୍ପାଦନ କରନାହଁ କିମ୍ବା ତୁମେ ଏତେ ସଂଖ୍ୟକ ମେସିନ୍ ଉତ୍ପାଦନ କରନାହଁ । ଆମେ କହୁନାହୁଁ । କିନ୍ତୁ ଆମେ କହୁଛୁ, 'ଠିକ ଅଛି, ତୁମେ ଏହି ମେସିନ୍ ତିଆରି କରିଛ। ଏହାକୁ କୃଷ୍ଣଙ୍କ ସେବାରେ ନିୟୋଜିତ କର'। ଏହା ଆମର ପ୍ରସ୍ତାବ। ଆମେ କହୁ ନାହୁଁ ଏହାକୁ ବନ୍ଦ କର। ଆମେ କହୁ ନାହୁଁ ଯେ ତୁମର..., କୌଣସି ଯୌନ ଜୀବନ ନାହିଁ। କିନ୍ତୁ ଆମେ କହୁଛୁ, 'ହଁ, ତୁମର ଯୌନ ଜୀବନ ଅଛି - କୃଷ୍ଣଙ୍କ ପାଇଁ। ତୁମେ କୃଷ୍ଣ ଭାବନାମୃତ ସନ୍ତାନ ଉତ୍ପାଦନ କର। ଶହେ ଥର ତୁମର ଯୌନ ଜୀବନ ଅଛି। କିନ୍ତୁ ବିଲେଇ ଏବଂ କୁକୁର ସୃଷ୍ଟି କର ନାହିଁ' ତାହା ହେଉଛି ଆମର ପ୍ରସ୍ତାବ । "|Vanisource:700513 - Lecture ISO 09 - Los Angeles|700513 - ପ୍ରବଚନ ISO 09 - ଲସ ଆ଼ଞ୍ଜେଲ୍ସ}}

Latest revision as of 05:20, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଇଶୋପନିଷଦ ଆମକୁ ଶିକ୍ଷା ଦିଏ ଯେ ଆମେ ଅତି ସତର୍କ ହେବା ଉଚିତ୍। ଆମେ ଅଧିକ ଉନ୍ନତ ହେବା ଉଚିତ୍ ନୁହେଁ ... ଆମେ ଉନ୍ନତ ହୋଇପାରିବା। ଏହାର କୌଣସି ଫରକ ପଡ଼ିବ ନାହିଁ। ଆମେ କହୁ ନାହୁଁ ଯେ ତୁମେ ଭୌତିକ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ ନାହିଁ। ବଢନ୍ତୁ, କିନ୍ତୁ, ସେହି ସମୟରେ, ତୁମେ କୃଷ୍ଣ ଭାବନାମୃତ ହୁଅ । ତାହା ହେଉଛି ଆମର ପ୍ରଚାର। ଆମେ କହୁନାହୁଁ ତୁମେ କରନାହଁ ..., ତୁମେ ମୋଟରକାର ଉତ୍ପାଦନ କରନାହଁ କିମ୍ବା ତୁମେ ଏତେ ସଂଖ୍ୟକ ମେସିନ୍ ଉତ୍ପାଦନ କରନାହଁ । ଆମେ କହୁନାହୁଁ । କିନ୍ତୁ ଆମେ କହୁଛୁ, 'ଠିକ ଅଛି, ତୁମେ ଏହି ମେସିନ୍ ତିଆରି କରିଛ। ଏହାକୁ କୃଷ୍ଣଙ୍କ ସେବାରେ ନିୟୋଜିତ କର'। ଏହା ଆମର ପ୍ରସ୍ତାବ। ଆମେ କହୁ ନାହୁଁ ଏହାକୁ ବନ୍ଦ କର। ଆମେ କହୁ ନାହୁଁ ଯେ ତୁମର..., କୌଣସି ଯୌନ ଜୀବନ ନାହିଁ। କିନ୍ତୁ ଆମେ କହୁଛୁ, 'ହଁ, ତୁମର ଯୌନ ଜୀବନ ଅଛି - କୃଷ୍ଣଙ୍କ ପାଇଁ। ତୁମେ କୃଷ୍ଣ ଭାବନାମୃତ ସନ୍ତାନ ଉତ୍ପାଦନ କର। ଶହେ ଥର ତୁମର ଯୌନ ଜୀବନ ଅଛି। କିନ୍ତୁ ବିଲେଇ ଏବଂ କୁକୁର ସୃଷ୍ଟି କର ନାହିଁ' ତାହା ହେଉଛି ଆମର ପ୍ରସ୍ତାବ । "
700513 - ପ୍ରବଚନ ISO 09 - ଲସ ଆ଼ଞ୍ଜେଲ୍ସ