OR/700630 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]

<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/700623 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700623|OR/700630b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700630b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700630SB-LOS_ANGELES_ND_01.mp3</mp3player>|"ଯେପର୍ଯ୍ୟନ୍ତ ବୈଦିକ ଜ୍ଞାନ ବିଷୟରେ କହିବା, ଜୀବନ ଏକ ଖେଳ ନୁହେଁ; ଏହା ଜାରି ରହିଛି । ଆମେ ଏହା ଶିଖୁ, ଭଗବଦ୍-ଗୀତାର ପ୍ରାରମ୍ଭରେ ଏହି ପ୍ରାଥମିକ ଜ୍ଞାନ ପ୍ରଦାନ କରାଯାଇଛି, ଯାହା ନ ଜାୟତେ ମ୍ରିୟତେ ବା କଦାଚିନ୍ ([[Vanisource:BG 2.20 (1972) | ଭ.ଗୀ. ୨-୨୦]]): 'ମୋର ପ୍ରିୟ ଅର୍ଜୁନ, ଜୀବତ୍ମା କେବେ ଜନ୍ମ ହୁଏ ନାହିଁ, କି ସେ ମରନ୍ତି ନାହିଁ' ମୃତ୍ୟୁ ଓ ଜନ୍ମ ଏହି ଶରୀରର, ଏବଂ ତୁମର ଯାତ୍ରା କ୍ରମାଗତ ଭାବରେ... ଠିକ୍ ଯେପରି ତୁମେ ତୁମର ପୋଷାକ ବଦଳାଉଛ, ସେହିଭଳି ତୁମେ ତୁମର ଶରୀରକୁ ପରିବର୍ତ୍ତନ କର; ତୁମେ ଅନ୍ୟ ଶରୀର ପାଅ । ତେଣୁ ଯଦି ଆମେ ଆଚାର୍ଯ୍ୟ, କିମ୍ବା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରୁ, ତେବେ ମୃତ୍ୟୁ ପରେ ଜୀବନ ଅଛି । ଏବଂ ପରବର୍ତ୍ତୀ ଜୀବନ ପାଇଁ କିପରି ବ୍ୟବସ୍ଥା କରାଯିବ? କାରଣ ଏହି ଜୀବନ ପରବର୍ତ୍ତୀ ଜୀବନ ପାଇଁ ପ୍ରସ୍ତୁତି । ଏକ ବଙ୍ଗୀୟ ପ୍ରବାଦ ଅଛି, କୁହାଯାଏ, ଭଜନ କୋରୋ ସଦନ କୋରୋ ମୁର୍ତେ  ଜାନଲେ ହୟ । ତାତ୍ପର୍ୟ ହେଉଛି ତୁମର ଭୌତିକ  କିମ୍ବା ଆଧ୍ୟାତ୍ମିକତାର ଜ୍ଞାନର ଅଗ୍ରଗତି ପାଇଁ ତୁମେ ଅତ୍ୟଧିକ ଗର୍ବିତ, କିନ୍ତୁ ତୁମର ମୃତ୍ୟୁ ସମୟରେ ସବୁକିଛି ପରୀକ୍ଷା ହେବ । "|Vanisource:700630 - Lecture SB 02.01.01 - Los Angeles|700630 - ପ୍ରବଚନ SB 02.01.01 - ଲସ ଆ଼ଞ୍ଜେଲ୍ସ}}

Latest revision as of 05:23, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପର୍ଯ୍ୟନ୍ତ ବୈଦିକ ଜ୍ଞାନ ବିଷୟରେ କହିବା, ଜୀବନ ଏକ ଖେଳ ନୁହେଁ; ଏହା ଜାରି ରହିଛି । ଆମେ ଏହା ଶିଖୁ, ଭଗବଦ୍-ଗୀତାର ପ୍ରାରମ୍ଭରେ ଏହି ପ୍ରାଥମିକ ଜ୍ଞାନ ପ୍ରଦାନ କରାଯାଇଛି, ଯାହା ନ ଜାୟତେ ମ୍ରିୟତେ ବା କଦାଚିନ୍ ( ଭ.ଗୀ. ୨-୨୦): 'ମୋର ପ୍ରିୟ ଅର୍ଜୁନ, ଜୀବତ୍ମା କେବେ ଜନ୍ମ ହୁଏ ନାହିଁ, କି ସେ ମରନ୍ତି ନାହିଁ' ମୃତ୍ୟୁ ଓ ଜନ୍ମ ଏହି ଶରୀରର, ଏବଂ ତୁମର ଯାତ୍ରା କ୍ରମାଗତ ଭାବରେ... ଠିକ୍ ଯେପରି ତୁମେ ତୁମର ପୋଷାକ ବଦଳାଉଛ, ସେହିଭଳି ତୁମେ ତୁମର ଶରୀରକୁ ପରିବର୍ତ୍ତନ କର; ତୁମେ ଅନ୍ୟ ଶରୀର ପାଅ । ତେଣୁ ଯଦି ଆମେ ଆଚାର୍ଯ୍ୟ, କିମ୍ବା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରୁ, ତେବେ ମୃତ୍ୟୁ ପରେ ଜୀବନ ଅଛି । ଏବଂ ପରବର୍ତ୍ତୀ ଜୀବନ ପାଇଁ କିପରି ବ୍ୟବସ୍ଥା କରାଯିବ? କାରଣ ଏହି ଜୀବନ ପରବର୍ତ୍ତୀ ଜୀବନ ପାଇଁ ପ୍ରସ୍ତୁତି । ଏକ ବଙ୍ଗୀୟ ପ୍ରବାଦ ଅଛି, କୁହାଯାଏ, ଭଜନ କୋରୋ ସଦନ କୋରୋ ମୁର୍ତେ ଜାନଲେ ହୟ । ତାତ୍ପର୍ୟ ହେଉଛି ତୁମର ଭୌତିକ କିମ୍ବା ଆଧ୍ୟାତ୍ମିକତାର ଜ୍ଞାନର ଅଗ୍ରଗତି ପାଇଁ ତୁମେ ଅତ୍ୟଧିକ ଗର୍ବିତ, କିନ୍ତୁ ତୁମର ମୃତ୍ୟୁ ସମୟରେ ସବୁକିଛି ପରୀକ୍ଷା ହେବ । "
700630 - ପ୍ରବଚନ SB 02.01.01 - ଲସ ଆ଼ଞ୍ଜେଲ୍ସ