OR/700702 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/700701 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700701|OR/700702b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700702b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700702SB-LOS_ANGELES_ND_01.mp3</mp3player>|"ତେଣୁ ଭୌତିକ ବୈଜ୍ଞାନିକମାନେ, ସେମାନେ କୁହନ୍ତି ଯେ କୌଣସି ଆତ୍ମା ନାହିଁ, କାରଣ ସେମାନେ ଦେଖିପାରୁନାହାଁନ୍ତି। ସେମାନଙ୍କର ଯନ୍ତ୍ର କିମ୍ବା ସେମାନଙ୍କର ଜ୍ଞାନ ଦ୍ୱାରା ଏହା ସମ୍ଭବ ନୁହେଁ। ଅପଶ୍ୟତାଂ । ସେମାନେ ଏହାକୁ ଦେଖନ୍ତି ନାହିଁ। ତେଣୁ ଆମେ ଆମ ଆଖିକୁ ବିଶ୍ୱାସ କରିପାରିବୁ ନାହିଁ।  ଏହି ଆଖି କିଛି ଦେଖିବା ପାଇଁ ଯୋଗ୍ୟ ନୁହେଁ । ଏହା ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଏହା ଆମକୁ କିଛି ଭାବନା ଦେଇଥାଏ । ଅନ୍ୟଥା ... ତେଣୁ ମୋର ଗୁରୁ ମହାରାଜ କହୁଥିଲେ ଯେ ସାଧୁ ବ୍ୟକ୍ତିମାନଙ୍କୁ ଆଖିରେ ନୁହେଁ, କାନରେ ଦେଖିବା ଉଚିତ୍ । ଦେଖିବାର ବିଭିନ୍ନ ପ୍ରକ୍ରିୟା ଅଛି । ବିଶ୍ଵାସ କର ନାହିଁ ଯେ ଆଖି ସବୁକିଛି ଦେଖିବା ପାଇଁ ଯଥେଷ୍ଟ । ନା। "|Vanisource:700702 - Lecture SB 02.01.01-4 - Partial Recording - Los Angeles|700702 - ପ୍ରବଚନ SB 02.01.01-4 - Partial Recording - ଲସ ଆ଼ଞ୍ଜେଲ୍ସ}}

Latest revision as of 05:25, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭୌତିକ ବୈଜ୍ଞାନିକମାନେ, ସେମାନେ କୁହନ୍ତି ଯେ କୌଣସି ଆତ୍ମା ନାହିଁ, କାରଣ ସେମାନେ ଦେଖିପାରୁନାହାଁନ୍ତି। ସେମାନଙ୍କର ଯନ୍ତ୍ର କିମ୍ବା ସେମାନଙ୍କର ଜ୍ଞାନ ଦ୍ୱାରା ଏହା ସମ୍ଭବ ନୁହେଁ। ଅପଶ୍ୟତାଂ । ସେମାନେ ଏହାକୁ ଦେଖନ୍ତି ନାହିଁ। ତେଣୁ ଆମେ ଆମ ଆଖିକୁ ବିଶ୍ୱାସ କରିପାରିବୁ ନାହିଁ। ଏହି ଆଖି କିଛି ଦେଖିବା ପାଇଁ ଯୋଗ୍ୟ ନୁହେଁ । ଏହା ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଏହା ଆମକୁ କିଛି ଭାବନା ଦେଇଥାଏ । ଅନ୍ୟଥା ... ତେଣୁ ମୋର ଗୁରୁ ମହାରାଜ କହୁଥିଲେ ଯେ ସାଧୁ ବ୍ୟକ୍ତିମାନଙ୍କୁ ଆଖିରେ ନୁହେଁ, କାନରେ ଦେଖିବା ଉଚିତ୍ । ଦେଖିବାର ବିଭିନ୍ନ ପ୍ରକ୍ରିୟା ଅଛି । ବିଶ୍ଵାସ କର ନାହିଁ ଯେ ଆଖି ସବୁକିଛି ଦେଖିବା ପାଇଁ ଯଥେଷ୍ଟ । ନା। "
700702 - ପ୍ରବଚନ SB 02.01.01-4 - Partial Recording - ଲସ ଆ଼ଞ୍ଜେଲ୍ସ