OR/700702b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]

<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/700702 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700702|OR/700703 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700703}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700702SB-LOS_ANGELES_ND_02.mp3</mp3player>|"ଯଦି ତୁମେ କୃଷ୍ଣ ଭାବନାରେ ଲାଗି ରହିବ, ସେଠାରେ କୌଣସି ରହସ୍ୟ ନାହିଁ, ନକଲତା ନାହିଁ, କୂଟନୈତିକତା ନାହିଁ। ଗୋଟିଏ କଥା, କୃଷ୍ଣ: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ  ରାମ ରାମ ହରେ ହରେ... ତାହା ତୁମକୁ ସନ୍ତୁଷ୍ଟ କରିବ। ୟୟାତ୍ମା ସୁପ୍ରସୀଦତି । ଯଦି ତୁମେ ପ୍ରକୃତରେ ସୁଖ ଚାହୁଁଛ, ତେବେ ତୁମେ ଏହି କୃଷ୍ଣ ଭାବନା ପ୍ରସଙ୍ଗରେ ଲାଗି ରୁହ  । ଅନ୍ୟ କୌଣସି ଜିନିଷ ଆଣ ନାହିଁ । ତା’ହେଲେ ତାହା ହେବ ଗୃହେଷୁ ଗୃହ-ମେଧିନାମ, ଅପଶ୍ୟତାଂ ଆତ୍ମ-ତତ୍ତ୍ୱଂ  ([[Vanisource:SB 2.1.2 | ଭା ୨.୧.୨]]) । ତେଣୁ ମୁଁ ମୋର ସନ୍ୟାସୀ  ଶିଷ୍ୟମାନଙ୍କ ସହିତ ବିଶେଷ ଭାବରେ କହୁଛି, ଯେଉଁମାନେ ଆଜି ଏକ ମହତ୍ ମିଶନରେ ଯାଉଛନ୍ତି। ଦୟାକରି ଏହି ନୀତିକୁ ପାଳନ କର - ଗୋଟିଏ - କୃଷ୍ଣ। ତୁମେ ଉପକୃତ ହେବ, ଏବଂ ଯେଉଁମାନଙ୍କ ସହିତ ତୁମେ କଥାବାର୍ତ୍ତା କରିବ, ସେମାନେ ଉପକୃତ ହେବେ, ବିଶ୍ୱ ଉପକୃତ ହେବ। ତେଣୁ ତୁମର ବହୁତ ବଡ଼ ଦାୟିତ୍ୱ ଅଛି । ଗୃହମେଧିଙ୍କ ଆଲୋଚନାରେ ପରିଣତ ହୁଅ ନାହିଁ ଏବଂ ଏହାକୁ ଭାଙ୍ଗ ନାହିଁ । ଏହା ମୋର ଅନୁରୋଧ । "|Vanisource:700702 - Lecture SB 02.01.01-4 - Partial Recording - Los Angeles|700702 - ପ୍ରବଚନ SB 02.01.01-4 - Partial Recording - ଲସ ଆ଼ଞ୍ଜେଲ୍ସ}}

Latest revision as of 05:25, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ତୁମେ କୃଷ୍ଣ ଭାବନାରେ ଲାଗି ରହିବ, ସେଠାରେ କୌଣସି ରହସ୍ୟ ନାହିଁ, ନକଲତା ନାହିଁ, କୂଟନୈତିକତା ନାହିଁ। ଗୋଟିଏ କଥା, କୃଷ୍ଣ: ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ... ତାହା ତୁମକୁ ସନ୍ତୁଷ୍ଟ କରିବ। ୟୟାତ୍ମା ସୁପ୍ରସୀଦତି । ଯଦି ତୁମେ ପ୍ରକୃତରେ ସୁଖ ଚାହୁଁଛ, ତେବେ ତୁମେ ଏହି କୃଷ୍ଣ ଭାବନା ପ୍ରସଙ୍ଗରେ ଲାଗି ରୁହ । ଅନ୍ୟ କୌଣସି ଜିନିଷ ଆଣ ନାହିଁ । ତା’ହେଲେ ତାହା ହେବ ଗୃହେଷୁ ଗୃହ-ମେଧିନାମ, ଅପଶ୍ୟତାଂ ଆତ୍ମ-ତତ୍ତ୍ୱଂ ( ଭା ୨.୧.୨) । ତେଣୁ ମୁଁ ମୋର ସନ୍ୟାସୀ ଶିଷ୍ୟମାନଙ୍କ ସହିତ ବିଶେଷ ଭାବରେ କହୁଛି, ଯେଉଁମାନେ ଆଜି ଏକ ମହତ୍ ମିଶନରେ ଯାଉଛନ୍ତି। ଦୟାକରି ଏହି ନୀତିକୁ ପାଳନ କର - ଗୋଟିଏ - କୃଷ୍ଣ। ତୁମେ ଉପକୃତ ହେବ, ଏବଂ ଯେଉଁମାନଙ୍କ ସହିତ ତୁମେ କଥାବାର୍ତ୍ତା କରିବ, ସେମାନେ ଉପକୃତ ହେବେ, ବିଶ୍ୱ ଉପକୃତ ହେବ। ତେଣୁ ତୁମର ବହୁତ ବଡ଼ ଦାୟିତ୍ୱ ଅଛି । ଗୃହମେଧିଙ୍କ ଆଲୋଚନାରେ ପରିଣତ ହୁଅ ନାହିଁ ଏବଂ ଏହାକୁ ଭାଙ୍ଗ ନାହିଁ । ଏହା ମୋର ଅନୁରୋଧ । "
700702 - ପ୍ରବଚନ SB 02.01.01-4 - Partial Recording - ଲସ ଆ଼ଞ୍ଜେଲ୍ସ