OR/700703 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/700702b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700702b|OR/700703b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700703b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700703IN-LOS_ANGELES_ND_01.mp3</mp3player>|"ଭୌତିକ ପ୍ରଦୂଷଣର ଅର୍ଥ ହେଉଛି ଏହି ଭୌତିକ ଜଗତକୁ ଉପଭୋଗ କରିବାକୁ ଇଚ୍ଛା। ତାହା ହେଉଛି ପ୍ରଦୂଷଣ। ଏହି ଭୌତିକ ଜଗତ ସହିତ ଆମର କୌଣସି ସମ୍ପର୍କ ନାହିଁ। ବ୍ରହ୍ମ-ଭୂତ । ତୁମେ ଆତ୍ମା। ଦୁର୍ଭାଗ୍ୟବଶତଃ, (ଆମେ) ଏହି ସଙ୍ଗଠନରେ ସ୍ଥାନିତ ହୋଇଛୁ। ତେଣୁ ତାହା ଅନ୍ୟ ଏକ ଅଧ୍ୟାୟ। କିନ୍ତୁ ବର୍ତ୍ତମାନ ଆମେ ଏଥିରୁ ବାହାରକୁ ଆସିବାକୁ ଚେଷ୍ଟା କରୁଛୁ। ତେଣୁ ସେହି ସମୟରେ ମୁଁ ଘରକୁ, ଭଗବାନଙ୍କ ପାଖକୁ ଫେରିବାକୁ ଚେଷ୍ଟା କରୁଛି, ସେହି ସମୟରେ କିଛି ଭୌତିକ ଇନ୍ଦ୍ରିୟ ସୁଖ କରିବାକୁ ଚାହୁଁଛି, ଏହା ଅନ୍ୟ ଏକ ଅପରାଧ। ଏହା କରିବା ଉଚିତ ନୁହେଁ । ଆମେ ଭୁଲିଯିବାକୁ ଚେଷ୍ଟା କରିବା ଉଚିତ୍। ଆମେ ଭୁଲିଯିବାକୁ ଚେଷ୍ଟା କରିବୁ, 'ମୁଁ ଆଉ କରିବି ନାହିଁ ... ନା। ମୋର ଭୌତିକ ଉପଭୋଗର କୌଣସି ଆବଶ୍ୟକତା ନାହିଁ'। ସେହି ପ୍ରକାର ଶପଥ, ନିଷ୍ଠା ସେଠାରେ ରହିବା ଆବଶ୍ୟକ।"|Vanisource:700703 - Lecture Initiation - Los Angeles|700703 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ}}

Latest revision as of 05:25, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭୌତିକ ପ୍ରଦୂଷଣର ଅର୍ଥ ହେଉଛି ଏହି ଭୌତିକ ଜଗତକୁ ଉପଭୋଗ କରିବାକୁ ଇଚ୍ଛା। ତାହା ହେଉଛି ପ୍ରଦୂଷଣ। ଏହି ଭୌତିକ ଜଗତ ସହିତ ଆମର କୌଣସି ସମ୍ପର୍କ ନାହିଁ। ବ୍ରହ୍ମ-ଭୂତ । ତୁମେ ଆତ୍ମା। ଦୁର୍ଭାଗ୍ୟବଶତଃ, (ଆମେ) ଏହି ସଙ୍ଗଠନରେ ସ୍ଥାନିତ ହୋଇଛୁ। ତେଣୁ ତାହା ଅନ୍ୟ ଏକ ଅଧ୍ୟାୟ। କିନ୍ତୁ ବର୍ତ୍ତମାନ ଆମେ ଏଥିରୁ ବାହାରକୁ ଆସିବାକୁ ଚେଷ୍ଟା କରୁଛୁ। ତେଣୁ ସେହି ସମୟରେ ମୁଁ ଘରକୁ, ଭଗବାନଙ୍କ ପାଖକୁ ଫେରିବାକୁ ଚେଷ୍ଟା କରୁଛି, ସେହି ସମୟରେ କିଛି ଭୌତିକ ଇନ୍ଦ୍ରିୟ ସୁଖ କରିବାକୁ ଚାହୁଁଛି, ଏହା ଅନ୍ୟ ଏକ ଅପରାଧ। ଏହା କରିବା ଉଚିତ ନୁହେଁ । ଆମେ ଭୁଲିଯିବାକୁ ଚେଷ୍ଟା କରିବା ଉଚିତ୍। ଆମେ ଭୁଲିଯିବାକୁ ଚେଷ୍ଟା କରିବୁ, 'ମୁଁ ଆଉ କରିବି ନାହିଁ ... ନା। ମୋର ଭୌତିକ ଉପଭୋଗର କୌଣସି ଆବଶ୍ୟକତା ନାହିଁ'। ସେହି ପ୍ରକାର ଶପଥ, ନିଷ୍ଠା ସେଠାରେ ରହିବା ଆବଶ୍ୟକ।"
700703 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ