OR/700705b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:27, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଦୟାକରି ଏହି କଥା ବୁଝିବାକୁ ଚେଷ୍ଟା କର ଯେ ସମସ୍ତେ ଦାସ ଅଟନ୍ତି। ଏପରିକି ତୁମର ରାଷ୍ଟ୍ରପତି ମଧ୍ୟ ଦେଶର ସେବକ। ତେଣୁ କେହି କହିପାରିବେ ନାହିଁ ଯେ 'ମୁଁ କାହାର ସେବକ' ନୁହେଁ। ସେ ସେବକ, କିନ୍ତୁ ସେ ଜାଣନ୍ତି ନାହିଁ ଯେ ସେ ପ୍ରକୃତରେ ପରମପୁରଷ ଭଗବାନଙ୍କ ସେବକ ଅଟନ୍ତି। ଏହା ହେଉଛି ତାଙ୍କର ଅଜ୍ଞତା। ଆମେ କେବଳ ଏହି ଅଜ୍ଞତାକୁ ଦୂର କରୁଛୁ, 'ତୁମେ ସେବକ, କିନ୍ତୁ ତୁମେ ସ୍ୱୀକାର କର ଯେ ତୁମେ ଭଗବାନଙ୍କ ସେବକ। ଏହା ତୁମର ଜୀବନକୁ ସଫଳ କରିବ'। କେବଳ ସେତିକି । ତେଣୁ ମୁଁ କହୁଛି ଅସୀମିତ ଅନୁଗାମୀ ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ସ୍ୱୀକାର କରନ୍ତି ଏବଂ କେତେକ ସ୍ୱୀକାର କରନ୍ତି ନାହିଁ। ଏହା ହେଉଛି ଅସୁବିଧା। କିନ୍ତୁ ଯଦି କେହି ମୋ ପାଖକୁ ଆସନ୍ତି, ମୁଁ ତାଙ୍କୁ ସ୍ୱୀକାର କରାଇ ଦେବି। ହଁ। "
700705 - ପ୍ରବଚନ Festival Ratha-yatra and Press Conference - ସାନ୍ ଫ୍ରାନ୍ସିସ୍କୋ