OR/700802 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:28, 17 May 2021 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ତୁମକୁ ମୋର ପରାମର୍ଶ: ମୁଁ ବୃଦ୍ଧ ବ୍ୟକ୍ତି ଅଟେ। ତେଣୁ ମୁଁ ହୁଏତ ଫେରି ନପାରେ, ତୁମେ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନ ଜାରି ରଖିବ। ଏହା ନିତ୍ୟ ଅଟେ, ଏବଂ ମୁଁ ତୁମକୁ ଅନୁରୋଧ କରିବି ଯେପରି ମୁଁ ତୁମକୁ ଏହି କାର୍ଯ୍ୟକ୍ରମ ଦେଇସାରିଛି ସେହି ମାନକ ରଖିବ: ବିଗ୍ରହ ପୂଜା, କୀର୍ତ୍ତନ, ନଗର ସଂକୀର୍ତ୍ତନ, ସାହିତ୍ୟ ବଣ୍ଟନ, ପୁସ୍ତକ। ତୁମେ ଏହି କାର୍ଯ୍ୟକ୍ରମକୁ ଅତି ଉତ୍ସାହର ସହିତ ଚଳାଇବା ଉଚିତ୍। ଏହା ମୋର ଅନୁରୋଧ। "
700802 - ପ୍ରବଚନ Purport to Nrsimha Prayers - ଲସ ଆ଼ଞ୍ଜେଲ୍ସ