OR/701104 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ୧୯୭௦]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
[[Category:OR/ଅମୃତ ବାଣୀ - ମୁମ୍ବାଇ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/700802 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700802|OR/701106 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701106}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701104R1-BOMBAY_ND_01.mp3</mp3player>|"ଭଗବାନ କୃଷ୍ଣ ବ୍ୟକ୍ତିଗତ ଭାବରେ କୁହନ୍ତି ଯେ "ତୁମେ କେବଳ ମୋ ନିକଟରେ ଆତ୍ମସମର୍ପଣ କର"। ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ଆତ୍ମସମର୍ପଣ କରିଛନ୍ତି? ଭଗବାନ କୃଷ୍ଣ ଭଗବଦ୍-ଗୀତାରେ କୁହନ୍ତି ଯେ "ତୁମେ ସବୁକିଛି ତ୍ୟାଗ କରି ମୋ ନିକଟରେ ସମର୍ପଣ କର"। ([[Vanisource:BG 18.66 (1972)|ଭ.ଗୀ. ୧୮.୬୬]]) । ତେବେ କେତେ ଜଣ ଏହା କରିଛନ୍ତି? ତେବେ ଏହା ଏକ ଘୃଣ୍ୟ ପ୍ରଶ୍ନ, "ଯଦି ସମସ୍ତେ ଆତ୍ମସମର୍ପଣ କରନ୍ତି, ତେବେ ଦୁନିଆର କ’ଣ ହେବ?" କିନ୍ତୁ ତାହା କେବେ ହେବ ନାହିଁ । ଆତ୍ମସମର୍ପଣ କରିବା ଅତ୍ୟନ୍ତ କଷ୍ଟକର । ଯାହା ସେ ଜାଣନ୍ତି ନାହିଁ । (ହିନ୍ଦୀ) ଆଶା କରାଯାଏ ନାହିଁ ଯେ ସମସ୍ତେ ସାଧୁ ହୁଅନ୍ତି । ସାଧୁ ହେବା ଏତେ ସହଜ ନୁହେଁ, ବିଶେଷକରି ସାଧୁଙ୍କର ଏହି ପ୍ରକୃତି, ଶୁଦ୍ଧ। "|Vanisource:701104 - Conversation - Bombay|701104 - ବାର୍ତ୍ତାଳାପ - ମୁମ୍ବାଇ}}

Latest revision as of 05:29, 17 May 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବାନ କୃଷ୍ଣ ବ୍ୟକ୍ତିଗତ ଭାବରେ କୁହନ୍ତି ଯେ "ତୁମେ କେବଳ ମୋ ନିକଟରେ ଆତ୍ମସମର୍ପଣ କର"। ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ଆତ୍ମସମର୍ପଣ କରିଛନ୍ତି? ଭଗବାନ କୃଷ୍ଣ ଭଗବଦ୍-ଗୀତାରେ କୁହନ୍ତି ଯେ "ତୁମେ ସବୁକିଛି ତ୍ୟାଗ କରି ମୋ ନିକଟରେ ସମର୍ପଣ କର"। (ଭ.ଗୀ. ୧୮.୬୬) । ତେବେ କେତେ ଜଣ ଏହା କରିଛନ୍ତି? ତେବେ ଏହା ଏକ ଘୃଣ୍ୟ ପ୍ରଶ୍ନ, "ଯଦି ସମସ୍ତେ ଆତ୍ମସମର୍ପଣ କରନ୍ତି, ତେବେ ଦୁନିଆର କ’ଣ ହେବ?" କିନ୍ତୁ ତାହା କେବେ ହେବ ନାହିଁ । ଆତ୍ମସମର୍ପଣ କରିବା ଅତ୍ୟନ୍ତ କଷ୍ଟକର । ଯାହା ସେ ଜାଣନ୍ତି ନାହିଁ । (ହିନ୍ଦୀ) ଆଶା କରାଯାଏ ନାହିଁ ଯେ ସମସ୍ତେ ସାଧୁ ହୁଅନ୍ତି । ସାଧୁ ହେବା ଏତେ ସହଜ ନୁହେଁ, ବିଶେଷକରି ସାଧୁଙ୍କର ଏହି ପ୍ରକୃତି, ଶୁଦ୍ଧ। "
701104 - ବାର୍ତ୍ତାଳାପ - ମୁମ୍ବାଇ